Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟରେ ୧୭୦ ଗ୍ରାମ ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି ।

ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୧୭୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୫.୫୨ ଲକ୍ଷରୁ ଅଧିକ ହେବା ନେଇ ଜଣାପଡିଛି ।

ତେବେ ଏହି ସୁନା କ୍ୱାଲାଲମ୍ପପୁରରୁ ଜଣେ ବ୍ୟକ୍ତି ତାଙ୍କ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ ବିମାନବନ୍ଦରରେ ଧରାପଡିଛନ୍ତି । ଅଟକ ବ୍ୟକ୍ତି ଜଣଙ୍କ ଘର ତାମିଲନାଡୁର ରାମନାଥପୁରମ ଅଞ୍ଚଳ ବୋଲି ଜଣାପଡିଛି ।

ଅଧିକ ଜାଣନ୍ତୁ : ଭୁବନେଶ୍ୱର ଏୟାରପୋର୍ଟରୁ ୯ଲକ୍ଷ ଟଙ୍କାର ସୁନା ଜବତ

Leave A Reply

Your email address will not be published.