Latest Odisha News

BREAKING NEWS

କୁକୁଡା ଦେଇ ଫେରିବା ବେଳେ ଦୁର୍ଘଟଣା ; ୨ ମୃତ, ୨ ଗୁରୁତର

ବାଲେଶ୍ୱର : ସକାଳୁ ସକାଳୁ ଦୁର୍ଘଟଣା ୨ ମୃତ, ୨ ଗୁରୁତର । ଅଜଣା ଗାଡ଼ି ସହ ଧକ୍କା ହେଲା ମିନିଟ୍ରକ୍‌ । ମୃତକ ୨ ଜଣ ହେଲେ ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରେ କୁକୁଡା ଦେଇ କୋଲକାତା ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକ ୨ଜଣ ହେଉଛନ୍ତି ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଏନେଇ ଗୁରୁତର ଥିବା ଅନ୍ୟ ଦୁଇ ଯୁବକଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରଯାଇଛି ।

 

 

Leave A Reply

Your email address will not be published.