ଆନନ୍ଦୀବେନ ପଟେଲ ଛତିଶଗଡର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ
ନୂଆଦିଲ୍ଲୀ : ଛତିଶଗଡର ରାଜ୍ୟପାଳ ଭାବେ ଆନନ୍ଦୀବେନ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଛତିଶଗଡର ରାଜ୍ୟପାଳ ଥିବା ବଳରାମ ଦାଶ ଟଣ୍ଡନଙ୍କର ଗତ ମଙ୍ଗଳବାର ଦିନ ଆକସ୍ମିକ ମୃତ୍ୟୁ ଘଟିଥିଲା । ରାୟପୁରର ବିଆର୍ ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୯୦ ବର୍ଷ…