Latest Odisha News

BREAKING NEWS

Yearly Archives

2018

ବାହୁଡୁଛନ୍ତି ଆଜି ମହାବାହୁ: ପହଣ୍ଡି କରି ରଥାରୂଢ ହେଲେ ତିନି ଠାକୁର, ଗଜପତି କଲେ ଛେରାପହଁରା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଦଶମୀ ତିଥି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ବାହୁଡୁଛନ୍ତି ମହାପ୍ରଭୁ । ଶରଧାବାଲିରେ ଲକ୍ଷାଧିକ ଶ୍ରଦ୍ଧାଳୁ୍ଙ୍କ ଭିଡ଼ । ମହାପ୍ରଭୁଙ୍କ ମାନବୀୟ ଲୀଳା ସ୍ୱଚକ୍ଷୁରେ…

ମହିଳା ବିଶ୍ୱକପ ହକି: ଉଦଘାଟନୀ ମ୍ୟାଚରେ ଭାରତ-ଇଂଲଣ୍ଡ ୧-୧ରେ ଡ୍ର ରଖିଲେ

ଲଣ୍ଡନ : ମହିଳା ବିଶ୍ୱକପର ୧୪ତମ ସଂସ୍କରଣ ଇଂଲଣ୍ଡର ଲଣ୍ଡନଠାରେ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ରାଣୀ ରାମପାଲଙ୍କ ନେତୃତରେ ବିଶ୍ୱକପ ଖେଳୁଥିବା ଭାରତୀୟ ହକିଦଳ ଇଂଲଣ୍ଡ ସହିତ ୧-୧ରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା । ମ୍ୟାଚର ୨୫ ମିନିଟରେ ଭାରତୀୟ ସ୍କୋରର ନେହା ଗୋୟଲ ଏକ…

ବର୍ଷାଜଳରେ ଉବୁଟୁବୁ ରାଜଧାନୀ: ଏବେବି ଅନେକ ଘର ପାଣିଘେରରେ, ଓଡ୍ରାଫ ଟିମ ଲାଗିଛି ଉଦ୍ଧାରକାର୍ଯ୍ୟରେ

ଭୁବନେଶ୍ୱର : ଲଗାଣ ବର୍ଷାର ପ୍ରକୋପ ଏଯାଏଁ ଥମିନି, ଜଳବନ୍ଦୀରେ ଥିବା ଜନସାଧାରଣ ଉଦ୍ଧାର ପାଇଥିଲେ ମଧ୍ୟ ଏବେବି ଶତାଧିକ ବାସଗୃହ ବର୍ଷାଜଳରେ ବୁଡ଼ି ରହିଛି । ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ତ କେଉଁଠି କେଉଁଠି ବିରାଟ ପାଚେରୀ ଭାଙ୍ଗି ମାଟିରେ ମିଶି ଯାଇଛି । ଏବେବି ବର୍ଷାଜଳରେ…

ଝାଞ୍ଜି ଖରାରେ ମହାପ୍ରଭୁ ପିଇଲେ ମାଣିକ ଦହି…

ଦୃଢ ବିଶ୍ୱାସ ଓ ଭକ୍ତି ଭାବନାରେ ବନ୍ଧା ସେହି ଦାରୁବ୍ରହ୍ମ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ଭକ୍ତର ସରଳ, ନିଷ୍କପଟ ହୃଦୟରେ ମହାପ୍ରଭୁ ବାନ୍ଧି ହୋଇଯାଆନ୍ତି ଚିରକାଳ । ଭକ୍ତ ଚାହିଁଲେ ସ୍ୱହୃଦୟରେ ତା’ର ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କୁ ଜ୍ଞାନଚକ୍ଷୁରେ ଦର୍ଶନ କରିପାରିବ । ଏଥିଲାଗି ଦରକାର…

ଭୁବନେଶ୍ୱରର କାଶିପୁର ଓ ମାଲକାନଗିରିରେ ଓଡ୍ରାଫ ଟିମର ପ୍ରଶଂସନୀୟ ଉଦ୍ଧାରକାର୍ଯ୍ୟ: ଜଳବନ୍ଦୀରୁ ଶତାଧିକ ବ୍ୟକ୍ତି…

ଭୁବନେଶ୍ୱର/ମାଲକାନଗିରି : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ୍ରାଫ ଟିମ ସବୁବେଳେ ପ୍ରଶଂସନୀୟ କାର୍ଯ୍ୟ କରିଆସିଛି । ଜରୁରୀ କାଳୀନ ସମୟରେ ଏହି ଓଡ୍ରାଫ ଦଳ ଜନସାଧାରଣଙ୍କୁ ବିଭିନ୍ନ ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିଥିବା ଦେଖାଯାଇଥାଏ । ଏବେ ଓଡ଼ିଶାରେ ଲଘୁଚାପ…

ଆଜିଠୁ ମହିଳା ବିଶ୍ୱକପ ହକି: ଭାରତ ଭେଟୁଛି ଇଂଲଣ୍ଡକୁ, ଦଳରେ ୪ ଜଣ ଓଡ଼ିଆ ଝିଅ

ଲଣ୍ଡନ : ଆଜିଠୁ ଲଣ୍ଡନରେ ଆରମ୍ଭ ହେଉଛି ୧୪ତମ ମହିଳା ବିଶ୍ୱକପ ହକି ପ୍ରତିଯୋଗିତା । ଭାରତ ଆଜିର ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ଭେଟୁଛି । ଭାରତୀୟ ଦଳରେ ୪ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି । ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳିମାନେ ହେଲେ ଦୀପ ଗ୍ରେସ ଏକ୍କା,…

ଲଗାଣ ବର୍ଷାରେ ଜଳମଗ୍ନ ଓଡ଼ିଶା: ସହରାଞ୍ଚଳରେ ଜଳ ନିଷ୍କାସନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦେଖା ଦେଇଥିବା ଅବିରତ ବର୍ଷା ପରିସ୍ଥିତି ଉପରେ ଏକ ଜରୁରୀ ବୈଠକରେ ସମୀକ୍ଷା କରି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲା କଣ୍ଟ୍ରୋଲରୁମକୁ ୨୪ ଘଣ୍ଟା ଖୋଲା ରଖିବା…

ଜଳବନ୍ଦୀରେ ସାରା ଓଡ଼ିଶା: ଟ୍ୱିନସିଟିରେ ପ୍ରବଳ ବର୍ଷା ଜାରି, ଆହୁରି ବର୍ଷିବା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ସାରା ଓଡ଼ିଶାରେ ଦୀର୍ଘ ୧୨ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହିତ ଜୀବନ ଯାପନ ବ୍ୟାହତ ହୋଇଛି । ଦୀର୍ଘ ୧୨ ଘଣ୍ଟାର ଲଗାଣ ବର୍ଷାରେ ଟ୍ୱିନସିଟି ବେହାଲ ହୋଇପଡ଼ିଛି ।…

ଆରମ୍ଭ ହେଲା ଶବ୍ଦ ଓ ରଙ୍ଗର ରଙ୍ଗାରଙ୍ଗ ଉତ୍ସବ ‘ଯୁବାୟନ’: ୮ଜଣ ପ୍ରତିଭାଙ୍କୁ ମିଳିଲା ‘ଟାଇମପାସ୍’ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି ଶବ୍ଦ ଓ ରଙ୍ଗର ତ୍ରୀଦିବସୀୟ ରଙ୍ଗାରଙ୍ଗ ଉତ୍ସବ ‘ଯୁବାୟନ’ । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତ୍ରିପୁରା ମିଶ୍ର ଓ ପ୍ରସିଦ୍ଧ ଗୀତିକାର ଦେବଦାସ ଛୋଟରାୟଙ୍କ ଦ୍ୱାରା ଉଦଘାଟିତ ହୋଇଛି…

ପ୍ରବଳ ବର୍ଷାରେ କାନ୍ଥ ଭାଙ୍ଗି ୩ ମୃତ, ଜଣେ ଆହତ

ରାୟଗଡ଼ା: ଓଡ଼ିଶାର ଦୁଇଟି ସ୍ଥାନରେ ପ୍ରବଳ ବର୍ଷାରେ କାନ୍ଥ ଭାଙ୍ଗିଯାଇ ଶନିବାର ସକାଳେ ୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ପ୍ରଥମ ଘଟଣାଟି ଘଟିଛି ରାୟଗଡ଼ାରେ, ଦୁଇଜଣ ଦମ୍ପତି ଶୋଇଥିଲା ବେଳେ ତାଙ୍କ ଉପରେ ଘରର ମାଟି କାନ୍ଥ ଭାଙ୍ଗି ପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ…