ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ଆଉ ୬ଜଣ ଗିରଫ, ହାତୀ ଦାନ୍ତ ଜବତ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମରେ ସ୍ପେଶାଲ ଟାକ୍ସ ଫୋର୍ସର ଓଡିଶା କ୍ରାଇମ୍ବ୍ରାଞ୍ଚ ଟିମ ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ୬ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଡିଏସପି ଟି ଆର୍ ପଟେଲଙ୍କ ଅଧ୍ୟକ୍ଷତାରେ ଏସଟିଏଫ ଟିମ୍ ପକ୍ଷରୁ…