ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ଲାଗି ରେଳସେବା ପ୍ରଭାବିତ
ଭୁବନେଶ୍ୱର: ଓଡ଼ିଶାର ରାୟଗଡ଼ା ଓ ସିଂହପୁର ରେଳ ଷ୍ଟେସନ ମଧ୍ୟରେ ନିର୍ମାଣାଧିନ ଲିମିଟେଡ୍ ହାଇଟ୍ ସବୱେ (ଏଲଏଚଏସ)ର ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ଲାଗି ନିମ୍ନ ଲିଖିତ ଟ୍ରେନ ଗୁଡ଼ିକର ଚଳାଚଳ ଆଂଶିକ ଭାବେ ବାଧାପ୍ରାପ୍ତ ହେବ ।
କ – ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର…