Latest Odisha News

BREAKING NEWS

Yearly Archives

2018

ଜାକର୍ତ୍ତା ଏସୀୟ ପାରା ଗେମ୍ସରେ ଓଡ଼ିଆ ଖେଳାଳି ଜୟନ୍ତୀ ବେହେରାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଓଡ଼ିଆ ଆଥଲେଟ ଜୟନ୍ତି ବେହେରା ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଏସୀୟ ପାରା ଗେମ୍ସରେ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦୌଡ଼ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଜୟନ୍ତୀ ୨୭.୪୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ…

ରାଜଧାନୀରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ସମ୍ପର୍କୀତ କର୍ମଶାଳା

ଭୁବନେଶ୍ୱର : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ଓଡିଶା ପକ୍ଷରୁ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ କର୍ମଶାଳାକୁ ଉଦଘାଟନ କରି ନୂଆପଡା ବିଧାୟକ ବସନ୍ତ ପଣ୍ଡା କହିଛନ୍ତି ଯେ, ସ୍ୱଚ୍ଛତା ହେଉଛି ଏକ ଦୃଷ୍ଟିଭଙ୍ଗୀ ଏବଂ ଏହା ଭାରତୀୟ ଦର୍ଶନର ଏକ ଅବିଛେଦ୍ୟ ଅଂଶ ।…

ରାୟଗଡ଼ା: ରେଲୱେ ଟ୍ରାକ୍ ନିକଟରୁ ଶିଶୁ କନ୍ୟା ଉଦ୍ଧାର

ରାୟଗଡା : ରାୟଗଡା ଜିଲ୍ଲାର ମୁନିଗଡା ଷ୍ଟେସନ ଅନ୍ତର୍ଗତ ରେଳ ଧାରଣା କଡରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ରେଳ ଧାରଣା କଡରୁ ଏକ ଶିଶୁର କାନ୍ଦ ଶୁଣାଯିବାରୁ ସେଠାରେ ଯାଉଥିବା ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରିଛନ୍ତି ।…

ରାଜସ୍ଥାନରେ ବ୍ୟାପୁଛି ‘ଜିକା ଭାଇରସ’, ବିହାର ଓ ଦିଲ୍ଲୀରେ ଆଲର୍ଟ ଜାରି

ଜୟପୁର : ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ର ସଂକ୍ରମଣ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ରେ ପାଖାପାଖି ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହା ଧିରେଧିରେ ମାରାତ୍ମକ ରୂପ ଧାରଣ କରୁଛି । ଅନ୍ୟପକ୍ଷରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା…

ତୀବ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ‘ତିତଲି’, ଓଡ଼ିଶା ଉପକୂଳରେ କ୍ଷୟକ୍ଷତି ହେବା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’ । ଭାରତୀୟ ପାଣିପାଗ ବିଭାଗର ତାଜା ସତର୍କ ସୂଚନାନୁଯାୟୀ ଅବପାତ ଘନୀଭୁତ ହୋଇ କ୍ରମେ ବାତ୍ୟାର ରୂପ ନେଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା…

ଖଣ୍ଡାଚୋଟରେ ହୋମଗାର୍ଡ ଗୁରୁତର ଆହତ

ପୁରୀ : ପୁରୀ ଜିଲ୍ଲାରେ ମଙ୍ଗଳବାର ଦିନ ଜଣେ କାର୍ଯ୍ୟରତ ହୋମର୍ଗାଡଙ୍କୁ କେହି ଦୃବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ନଜରକୁ ଆସିଛି । ଆହତ ହୋମଗାର୍ଡ ଜଣଙ୍କ ଗୁଣମଣି ରାଉତ ବୋଲି ଜଣାପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଜି ହେଉଛି ଜନ୍ମଦିନ । ସେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିନଦରିଦ୍ରଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

ପୂର୍ବତନ ଫୁଲବାଣୀ ବିଧାୟକ ଆନ୍ଧ୍ରପ୍ରଦେଶରୁ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ସୋମବାର ଦିନ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଜେଡ଼ି ନେତା ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ଗିରଫ କରିଛି । ଗତମାସରେ ଏହି ପୂର୍ବତନ ବିଧାୟକ ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବାର…

ଚମ୍ପୁଆ ଓ ଯୋଡ଼ା ବ୍ଲକରେ ରାଜ୍ୟ ‘ଖାଦ୍ୟ ସୁରକ୍ଷା ଯୋଜନା’ ର ଶୁଭାରମ୍ଭ କଲେ ମନ୍ତ୍ରୀ ଶଶିଭୁଷଣ ବେହେରା

ଯୋଡ଼ା: କେନ୍ଦୁଝର ଜିଲ୍ଲାର ୨ଟି ବ୍ଲକ ଚମ୍ପୁଆ ଏବଂ ଯୋଡ଼ା ଠାରେ ଆଜି ରାଜ୍ୟ ସରକାର ଙ୍କ ନିଜସ୍ଵ ଯୋଜନା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ ହୋଇଛି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଖାଦ୍ୟ…