Latest Odisha News

BREAKING NEWS

Yearly Archives

2019

ରାୟଗଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାୟଗଡା: ରାୟଗଡା ଟାଉନ୍ ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ ସୋମବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଏଚ୍ ଶିବା ବୋଲି ଜଣାପଡିଛି । ଆହତ ଅପରାଧୀର ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ସୁପ୍ରିମକୋର୍ଟର ପ୍ରଥମ ଓଡିଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ…

ଭୁବନେଶ୍ୱର: ସୁପ୍ରିମକୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ସୁଯୋଗ୍ୟ ସନ୍ତାନ । ୧୯୨୬ ମସିହା ନଭେମ୍ବର ୨୫ ତାରିଖରେ ଖୋର୍ଦ୍ଧାର ବାଣପୁରରେ ତାଙ୍କର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୫ ରିଖ ସୋମବାର ବିଛା ୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର:…

ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବାରେ ଆଲୁମିନି ନିଅନ୍ତୁ ବଡ ଭୂମିକା: ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ .ଆଲୁମିନି ଆସୋସିଏସନର ବଡ ଫଣ୍ଡ ଖୋଲିବା ପାଇଁ ଉଦ୍ୟମରେ ହେବେ ସାମିଲ ବିଶ୍ୱବିଦ୍ୟାଳୟରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି .ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର…

ଜାଣନ୍ତୁ, ମୋବାଇଲ୍ ପରାମର୍ଶରେ କଳାହାଣ୍ଡିର ଏହି ଚାଷୀ କିପରି ପ୍ରଚୁର ଚାଷ ଅମଳ କଲେ !

କଳାହାଣ୍ଡି: ଆଜିକାଲି ‘ହାଇ-ଟେକ୍’ କୁ ପାଥେୟ କରି ସବୁକିଛି ପାଇହେଉଛି, ସେମିତି ଚାଷରେ ‘ହାଇ-ଟେକ୍’ର କାହିଁକି ଉପଯୋଗ ହୋଇ ନ’ପାରିବ? ଏବେ ଅପ୍ରତ୍ୟାଶିତ ପାଣିପାଗ ହେଉ ଅବା ଅଚାନକ ଜଳବାୟୁରେ ପରିବର୍ତ୍ତନ ଏସବୁ ଚାଷ ଲାଗି ପ୍ରତିବନ୍ଧକ ସାଜିଛି । ଏହା ଏବେ ଚାଷୀଙ୍କ ସମ୍ମୁଖରେ ଏକ ସମସ୍ୟା…

ପରଦାକୁ ପୁଣି କମବ୍ୟାକ୍ କରୁଛନ୍ତି ଅମ୍ଲାନ୍ ଓ ଶ୍ରଦ୍ଧା ଯୋଡି

ଭୁବନେଶ୍ୱର: ଅନେକ ଦିନ ପରେ ପୁଣି ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ଓଲିଉଡ ଅଭିନେତା ଅମ୍ଲାନ୍ ଓ ଚୁଲବୁଲି ଶ୍ରଦ୍ଧା । ତାଙ୍କ ଅଭିନିତ ଓଡିଆ ଫିଲ୍ମ ‘ରାଜା ସାହେବ’ର ସୁଟିଂ ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି । ‘ରୁଦ୍ରାଲି ଫିଲ୍ମସ୍’ ଦ୍ୱାରା ନିର୍ମିତ ଏହି…

ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ ମ୍ୟାଚ: ପ୍ରସ୍ତୁତି ସମୀକ୍ଷା କଲେ ଡିସିପି

କଟକ: ଡିସେମ୍ବର ମାସ ୨୨ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରର ହେବାକୁ ଯାଉଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ଡିସିପି ଓ ଓସିଏ କର୍ତ୍ତୃପକ୍ଷ । ଓସିଏ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଟକ ଡିସିପି ପୁରା ପ୍ରସ୍ତୁତି ଓ…

କେନ୍ଦ୍ରାପଡ଼ାର ଗହୀରମଥାରେ ପହଞ୍ଚିଲେ ଅଲିଭ୍ ରିଡ଼ଲେ କଇଁଛ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଉପକୂଳରେ ବିରଳ ଅଲିଭ୍ ରିଡ଼ଲେ କଇଁଛ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚିଛନ୍ତି । ପ୍ରତିବର୍ଷ ନଭେମ୍ବର ଓ ଡ଼ିସେମ୍ବର ମାସ ବେଳକୁ ଓଡ଼ିଶାର ଋଷିକୂଲ୍ୟା ଓ ଗହୀରମଥା ଉପକୂଳକୁ ପ୍ରଜନନ ଓ ଅଣ୍ଡାଦେବାକୁ ଏହି ଅଲିଭ୍ ରିଡ଼ଲେ କଇଁଛ ଆସିଥାଆନ୍ତି…

‘ଏକଲବ୍ୟ ପୁରସ୍କାର ୨୦୧୯’ ପାଇଁ ଯୋଗ୍ୟ ବିବେଚିତ ହେଲେ ଝିଲ୍ଳୀ ଦଳବେହେରା

ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲ୍ଳୀ ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ…

ପୁଣି ଇତିହାସ ରଚିବ ଇସ୍ରୋ; ୨୭ ଡ଼ିସେମ୍ବରରେ ଲଞ୍ଚ କରିବ ୧୪ ସାଟେଲାଇଟ୍

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଉଥରେ ୨୭ ଡ଼ିସେମ୍ବରରେ ଇତିହାସ ରଚିବାକୁ ଯାଉଛି | ଇସ୍ରୋ ୨୭ ଡ଼ିସେମ୍ବର ଏକାଥରକେ ୧୪ଟା ସ୍ୟାଟେଲାଇଟ ଲଞ୍ଚ କରିବାକୁ ଯାଉଛି | ସକାଳ ୯ଟା ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଏହିସବୁ…