ଅଭିଯୁକ୍ତ ସହ ସେଲ୍ଫି ଉଠାଇ ବିବାଦରେ ୨ ପୋଲିସ ଅଧିକାରୀ
ଭୁବନେଶ୍ୱର: ହତ୍ୟା ମାମଲାର ଗିରଫ ଜଣେ ଅଭିଯୁକ୍ତଙ୍କ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଥାନା ଆଇଆଇସି ବୁଲୁ ମୁଣ୍ଡା ସେଲ୍ଫି ଉଠାଇ ପରେ ବଦଳି ଘଟଣାକୁ ୨ ମାସ ନପୁରୁଣୁ ଏହିଭଳି ଆଉଏକ ଘଟଣା ସାମ୍ନାକୁ ଆସିଛି ।
ଧୋକାଧାରୀ ମାମଲାର ଗିରଫ ଜଣେ ଅଭିଯୁକ୍ତଙ୍କ ସହ ଦୁଇଜଣ ପୋଲିସ ଅଧିକାରୀଙ୍କ…