ପ୍ରୋ-ହକି ଲିଗ୍: କଳିଙ୍ଗ ଷ୍ଟାଡ଼ିୟମରେ ସମସ୍ତ ଘରୋଇ ଲିଗ୍ ମ୍ୟାଚ୍ ଖେଳିବ ଭାରତ
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ପ୍ରୋ-ହକି ଲିଗ୍ ମ୍ୟାଚ । ଭାରତୀୟ ହକି ଦଳ ସମସ୍ତ ଘରୋଇ ଲିଗ୍ ମ୍ୟାଚ ଗୁଡ଼ିକ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ହିଁ ଖେଳିବ ।
ବିଶ୍ୱ ହକି ସଂଘ ପକ୍ଷରୁ ସୋମବାର ଦିନ…