ବାଲେଶ୍ୱରରୁ ମିଳିଲା ବିରଳ ପ୍ରଜାତି ମାଛ
ଭୋଗରାଇ: ବାଲେଶ୍ୱର ଜିଲ୍ଲା କୁସୁଟି ଗ୍ରାମ ନିକଟ ଏକ ଧାନ କ୍ଷେତରୁ ରବିବାର ଦିନ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଛି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ ଚିତ୍ତରଞ୍ଜନ ଭଞ୍ଜ ନାମକ ଜଣେ ବ୍ୟକ୍ତି ଏହି ଦୁର୍ଲଭ ପ୍ରଜାତି…