Latest Odisha News

BREAKING NEWS

Yearly Archives

2019

ରାଉରକେଲାରେ କୁକୁର ଆତଙ୍କ, ୩୦ରୁ ଅଧିକ ଆହତ

ରାଉରକେଲା: ରାଉରକେଲାର ଡେଲି ମାର୍କେଟ୍ ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିବା ନେଇ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ଅଞ୍ଚଳରେ ଗତକାଲି ଏକ ବୁଲା କୁକୁର କିଛି ବ୍ୟକ୍ତିଙ୍କୁ ଅଚାନକ କାମୁଡି ପକାଇଥିଲା । ପରବର୍ତ୍ତୀ ସମୟରେ ନିକଟରେ ଥିବା କଲୋନୀ ମଧ୍ୟରେ ପ୍ରବେଶ…

ଆସନ୍ତାକାଲି ଭୁବନେଶ୍ବର ଆସିବେ ପ୍ରସିଦ୍ଧ ଅଭିନେତା କମଲ ହାସନ !

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ଓ ୧୯ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ଅଭିନେତା ତଥା ରାଜନେତା କମଲ ହାସନ । ଏହି ପରିପ୍ରେକ୍ଷୀରେ ସେ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(ସିୟୁଟିଏମ)ରେ ଯୋଗଦେବେ । ବିଶ୍ୱସ୍ତ ସୁତ୍ରରୁ…

ରବିବାର ଦିନ ଏଭଳି କରନ୍ତୁ ସୂର୍ଯ୍ୟ ଉପାସନା !

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ। ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର…

ବଲିଉଡ ଗାୟକ ଦଲେରଙ୍କ ଧୁନରେ ମତୁଆଲା ହେଲା ବାଲିଯାତ୍ରା ସନ୍ଧ୍ୟା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଦଲେର ମେହେନ୍ଦି । ଅନେକ ଦିନ ଧରି ବାଲିଯାତ୍ରା ସନ୍ଧ୍ୟାରେ ସମସ୍ତ ପର୍ଯ୍ୟଟକମାନେ ମତୁଆଲା ହେଉଥିବା ବେଳେ ଏହାର ୫ମ ସନ୍ଧ୍ୟାରେ…

ନବରଙ୍ଗପୁରର ମା’ ଭଣ୍ଡାରଘରଣୀ: ଯାହାଙ୍କୁ ବିନା ଦର୍ପଣରେ ଦେଖିବା ମନା 

ନବରଙ୍ଗପୁର : ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ଶୋଭାରାଜି ଆମକୁ ଆକର୍ଷିତ କରିଥାଏ । ନବରଙ୍ଗପୁର ଏଥିମଧ୍ୟରୁ ଅନ୍ୟତମ । ପ୍ରକୃତି ମା’ ତାର ସବୁତକ ସୌନ୍ଦର୍ଯ୍ୟ ସତେ ଯେପରି ଏଇଠି ଅଜାଡି ଦେଇଛି । ଆରାଧ୍ୟ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ସାଙ୍ଗକୁ ଇନ୍ଦ୍ରାବତୀ…

ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ ମହାନ୍ତି: ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତିଙ୍କର ଆଜି ଶ୍ରାଦ୍ଧ ଦିବସ । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ସଙ୍ଗୀତ ଆଜି ମଧ୍ୟ ତାଙ୍କୁ ଜୀବନ୍ତ କରି ରଖିଛି । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ…

ଇସ୍ରୋ ପକ୍ଷରୁ ବାଲିଯାତ୍ରାରେ ‘ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ୍’

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଇସ୍ରୋ ପକ୍ଷରୁ ଭାରତୀୟ ମହାକାଶ ସମ୍ବନ୍ଧୀୟ ଜ୍ଞାନ ପ୍ରଦର୍ଶିତ କରାଯାଇଛି । https://youtu.be/kyd3ikObVsY ଇଣ୍ଡିଆନ ସ୍ପେସ ରିସର୍ଚ୍ଚ…

ଏମତି ବି ହୁଏ, ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ…

ସୂର୍ଯ୍ୟଦେଓଙ୍କ ନିୟମିତ ସ୍ତମ୍ଭ: ଗୀତ ପଛର ଗପ ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ... ସୂର୍ଯ୍ୟଦେଓ କଟକିଆ ତାରକସିଆ ଗୋଟିଏ ଗୋଟିଏ ଗୀତର ଭାଗ୍ୟ ତିଆରି ସରିଥାଏ ବହୁୁ ଆଗରୁ । ସେମିତି ଗୀତ ତିଆରି ଆଗରୁ ହିଁି ଗୀତର ଭାଗ୍ୟ ଲେଖା ବି…

ସୋଆର ଷଷ୍ଠ ସମାବର୍ତନ ଉତ୍ସବ: ଦେଶର ଉନ୍ନତି ନିମନ୍ତେ ଅଭିନବ ଗବେଷଣାର ଆବଶ୍ୟକ ବୋଲି ଗଡ଼କରିଙ୍କ ଆହ୍ୱାନ

ଭୁବନେଶ୍ୱର: ଦେଶକୁ ଆଗକୁ ନେବା ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ ଏବଂ ପ୍ରଯୁକ୍ତି ବିଦ୍ୟାର ସହିତ ଜ୍ଞାନ ଏବଂ ଅଭିନବ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ, ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ  ନିତିନ୍ ଗଡ଼କରି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…