Latest Odisha News

BREAKING NEWS

Yearly Archives

2019

ଆଜି ଭାରତ-ବାଂଲାଦେଶ ଶେଷ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନାଗପୁର: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଷ୍ଟାଡିୟମରେ ଏହି ୩ୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୧୦ ରିଖ ରବିବାର ତୁଳା ୨୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-:…

ଆଜି ‘ବଡ ଓଷା’, ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଭୁବନେଶ୍ୱର : କାର୍ତ୍ତି କ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ବଡ ଓଷା ପାଳନ ହେବା ଅବସରରେ ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି । ଭକ୍ତମାନେ ଏହି ଦିନ ବ୍ରତଧାରଣ ପୂର୍ବକୁ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ଭୋଳା ଶଙ୍କରଙ୍କ ପାଖରେ ଏକ ସ୍ୱତନ୍ତ୍ର ପୀଠା ଭୋଗ…

ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା ବାତ୍ୟା ବୁଲବୁଲ୍; ବାଂଲାଦେଶରେ ୧୮ ଲକ୍ଷ ଲୋକ ସ୍ଥାନାନ୍ତରୀତ !

ଭୁବନେଶ୍ୱର: ବାତ୍ୟା ବୁଲବୁଲର ପ୍ରକୋପ ଓଡ଼ିଶାରେ କ୍ରମଶଃ ହ୍ରାସ ପାଇ ଏହା ଏବେ ବାଂଲାଦେଶ ମୁହାଁ ହୋଇ ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି । ଓଡ଼ିଶାରୁ ବାତ୍ୟା…

ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ବର୍ଷ ବର୍ଷ ପୁରୁଣା ଅଯୋଧ୍ୟା ଜମି ମାମଲାରେ ସୁପ୍ରିମକୋର୍ଟ ଶନିବାର ଦିନ ନିଜ ରାୟ ପ୍ରଦାନ କରିଛନ୍ତି । ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦେଶବାସୀଙ୍କୁ ଶାନ୍ତି ପ୍ରତିଷ୍ଠା ଜାରି…

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼; ସରକାର ଗଠନ ଲାଗି ବିଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସୟାରୀ ଶନିବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି । ଆସନ୍ତା ୧୧ ତାରିଖ ରାତି ୮ଟା ସୁଦ୍ଧା…

ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରିବା ପରି ଖବର ପ୍ରସାରଣ କରିପାରିବେ ନାହିଁ ଗଣମାଧ୍ୟମ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଚର୍ଚ୍ଚା, ଡିବେଟ ଓ ରିପୋର୍ଟିଂ ସମୟରେ ପୋଗ୍ରାମ କୋଡ଼ର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି) । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖେର ଜାରି କରିଥିବା ଏକ ପତ୍ରରେ…

ବାତ୍ୟା ବୁଲବୁଲ ପରବର୍ତ୍ତୀ ଓଡ଼ିଶାର କେଉଁ ଜିଲ୍ଲାରେ କିପରି କ୍ଷୟକ୍ଷତି ହୋଇଛି, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁଯାୟୀ ଆଜି ତା୦୯.୧୧.୨୦୧୯ ପ୍ରାତଃ ୫.୩୦ ମିନିଟରେ ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ସେତେବେଳେ ଏହାର ବେଗ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୩ କି.ମି. ବେଗରେ…