Latest Odisha News

BREAKING NEWS

Yearly Archives

2019

ରାଜଧାନୀରେ ଏବେ ଭୋକିଲାଙ୍କ ଭୋକ ମେଣ୍ଟାଇବ ‘ହାପି ଫ୍ରିଜ’, କିପରି ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀର ରାସ୍ତା କଡରେ ରଖାଯାଇଛି ଏକ ଫ୍ରିଜ । ଯେଉଁଥିରେ ରହିଛି ଭଳିକି ଭଳି ଖାଇବା ଜିନିଷ । କିଛି ଲୋକ ଖାଇବା ରଖିଦେଇ ଯାଉଛନ୍ତି ଆଉ କିଛି ଲୋକ ଏହାକୁ ଖୋଲି ଆଣି ମନ ଆନନ୍ଦରେ ଖାଉଛନ୍ତି। ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି କି ? ବୁଝିବାକୁ ଟିକିଏ ଅଡୁଆ ହେଉଛି କି? ଆମେ…

ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ତଥା ସମ୍ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଣ୍ଟନ କରାଯିବ । ଏତଦବ୍ୟତୀତ ସୋଭରେନ…

ସୌରଭ ଗାଙ୍ଗୁଲି ହେଲେ ‘ବିସିସିଆଇ’ ସଭାପତି

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ…

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ଵର: ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟାବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅଥବା ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ…

ବଜ୍ରପାତ ସହ ବର୍ଷା ଆଶଙ୍କା: ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ରାୟଗଡ, ଗଞ୍ଜାମ, ଗଜପତି, କୋରାପୁଟ, ପୁରୀ, ଖୋର୍ଦ୍ଧା…

କଦଳୀଫୁଲ ଭଲ କରିବ ମଧୁମେହ !

ଭୁବନେଶ୍ୱର: ମଧୁମେହ ରୋଗୀଙ୍କ ପାଇଁ କଦଳୀଫୁଲ ଏକ ବରଦାନ ସଦୃଶ। କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୁଏ। ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ସମସ୍ୟାର…

ଆଜି ମଲାଇକାଙ୍କ ଜନ୍ମଦିନ: ଇନଷ୍ଟାଗ୍ରାମରେ ଫଟୋ ସହ ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବି-ଟାଉନରେ ସର୍ବଦା ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ବଲିଉଡ ଜଗତର ନାମିଦାମୀ କଳାକାରଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ମଲାଇକାଙ୍କ ପାଇଁ ଆସିଥିବା ସବୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟରେ ଜଣଙ୍କ…

ଓକିଲ ଧର୍ମଘଟକୁ ସୁପ୍ରିମକୋର୍ଟ ଛାଟ: ଆଜି ବାର ଆସୋସିଏସନ ଆକ୍ସନ କମିଟି ବୈଠକ

ନୂଆଦିଲ୍ଲୀ/କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଉପରେ ଆଲୋଚନା କରିବା ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆକ୍ସନ କମିଟିର ଏକ ବୈଠକ ବୁଧବାର ଦିନ ଅନୁଷ୍ଠିତ ହେବ । ଏପରିକି ଓଡିଶା ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଜାରି ରହିଥିବା ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଗାମୀ ଶୁଣାଣି…

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ପି.ଇ.ଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ। ପ୍ରାପ୍ତ ସୂଚନା ଅନୁସାରେ, ଘଟଣାର ସିବିଆଇ ତଦନ୍ତ ଦାବିରେ ବୁଧବାର ଦିନ ପାଣିକୋଇଲି ସ୍ଥିତ…

ରାଜଧାନୀରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏକ ଏଟିଏମକୁ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ବ୍ୟକ୍ତି ଟଙ୍କା ଉଠାଇବା…