Latest Odisha News

BREAKING NEWS

Yearly Archives

2019

ବେଆଇନ୍ ମାନବ ଚାଲାଣ: ଗିରଫ ହେଲେ ୫୦ ଏଜେଣ୍ଟ ଓ ଦଲାଲ୍

କଟକ: ବେଆଇନ୍ ମାନବ ଚାଲାଣ ବିରୋଧରେ ଆରମ୍ଭ କରାଯାଇଥିବା ଅଭିଯାନ ଜରିଆରେ ଓଡିଶା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ରାୟଗଡ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୫୦ ଏଜେଣ୍ଟଙ୍କ ସମେତ ଦଲାଲଙ୍କୁ ମଧ୍ୟ ଗରିଫ କରିଛି । ଗିରଫ କରାଯାଇଥିବା ୫୦ ବ୍ୟକ୍ତିଙ୍କ ମଧ୍ୟରୁ ରାୟଗଡାରୁ ୧୫,…

ପେଟର ଚର୍ବି କମାଇବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ !

ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟ ମଣିଷର ଶାରୀରିକ ଗଠନକୁ ବଦଳିଦେଉଛି। ପେଟରେ ଚର୍ବି ବଢ଼ିବା ସମସ୍ୟା ଆଜିର ପିଢ଼ିର ମୁଖ୍ୟ ସମସ୍ୟା ଭାବେ ଆଗକୁ ଆସିଛି । ଯଦି ଆପଣଙ୍କ ବଢୁଥିବା ପେଟକୁ ନେଇ ଆପଣ ଚିନ୍ତିତ ରହିଛନ୍ତି ତେବେ ଏହି ଯୋଗ ଆସନକୁ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ବହୁତ…

୩ ପୋଲିସ ବାବୁଙ୍କୁ ମିଳିଲା ବାଧ୍ୟତାମୂଳକ ଅବସର

କଟକ: କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ଶୁକ୍ରବାର ଦିନ ୩ଜଣ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ସବ-ଇନ୍ସପେକ୍ଟର ବନମାଳୀ ନାୟକଙ୍କୁ ଆଜି ଖୋର୍ଦ୍ଧା ଏସପି ଅଜୟ ସ୍ୱାଇଁ ବାଧ୍ୟତାମୂଳକ ଅବସର ଦେବା ପରେପରେ ଆଉ ଦୁଇ ଜଣ…

କଟକରେ ବାର୍ ଆସୋସିଏସନ ବୈଠକ, ଆଜି ରାଜ୍ୟବ୍ୟାପୀ କୋର୍ଟ ବର୍ଜନ କଲେ ଆଇନଜୀବୀ

କଟକ: ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଓଡ଼ିଶା ବାର୍ ଆସୋସିଏସନ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଥିବା ବାର୍ ଆସୋସିଏସନ କୋର୍ଟ ବର୍ଜନ କରିଛନ୍ତି । ଆଜି ମଧ୍ୟ କଟକ ଓଡ଼ିଶା ବାର୍ ଆସୋସିଏସନ ପରିସରରେ ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ ପ୍ରତିନିଧିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ ଓ ଜଣେ ଗୁରୁତର

ସୋନପୁର: ସୋନପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ଶୁକ୍ରବାର ଦିନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦ୍ୱୟ ସହଦେବ ସାହୁ, ଦେବାନନ୍ଦ ସାହୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆହତ ଅରୁପାନନ୍ଦ…

ବିଜେପୁରରେ ଆଜି ନବୀନ-ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଭୁବନେଶ୍ୱର: ପ୍ରଚାର ମଇଦାନରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି । ତିନି ଦଳର ତୁଙ୍ଗନେତାଙ୍କ ଜୋରଦାର୍ ପ୍ରଚାରରେ ବିଜେପୁର ଉପନିର୍ବାଚନ ସରଗରମ ହୋଇଛି । ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ…

ପର୍ସରେ ରଖନ୍ତୁ ଏହିସବୁ ଜିନିଷ, ରହିବ ନାହିଁ ଧନର ଅଭାବ !

ଭୁବନେଶ୍ୱର:ବାସ୍ତୁଶାସ୍ତ୍ର ଅନୁଯାୟୀ କେତୋଟି ସରଳ ଉପାୟକୁ ମାନି ଚଳିଲେ ଘରେ ଧନଧାନ୍ୟର ଅଭାର ଆଦୌ ହୋଇନଥାଏ। ବ୍ୟବହାର କରୁଥିବା ପର୍ସ ବା ବ୍ୟାଗରେ ଏହିସବୁ ଜିନିଷକୁ ସ୍ଥାନ ଦେଲେ ଅର୍ଥାଭାବ ଦେଖାଯାଏ ନାହିଁ ବୋଲି ବସ୍ତୁବିଦ ମାନେ ମତ ଦିଅନ୍ତି । *ବାସ୍ତୁଶାସ୍ତ୍ର ଅନୁସାରେ ମା’…

ପ୍ରକାଶିତ ହେଲା ଡାକ ବିଭାଗର ନିଯୁକ୍ତି ଘୋଷଣା: ୫ହଜାର ୪୪୭ଟି ପଦବୀ ଲାଗି ହେବ ପରୀକ୍ଷା !

ନୂଆଦିଲ୍ଲୀ: ‘ଇଣ୍ଡିଆନ ପୋଷ୍ଟ’ ବା ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ‘ଗ୍ରାମୀଣ ଡ଼ାକ ସେବକ’ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଡ଼ାକ ବିଭାଗରେ ୫ ହଜାର ୪୪୭ଟି ଏହି ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଦେଶର ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡ଼ିକରେ ନିଯୁକ୍ତି…

‘ବିଏସଏନଏଲ’ ଗ୍ରାହକଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଆସୁଛି ‘୪ଜି’ ସେବା

ଭୁବନେଶ୍ୱର: 'ବିଏସଏନଏଲ' ଗ୍ରାହକଙ୍କ ପାଇଁ ଖୁସି ଖବର । ବିଏସ୍‌ଏନ୍‌ଏଲ କମ୍ପାନୀ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ୪ଜି ସେବା । ଏଥିପାଇଁ ପାଇଁ କମ୍ପାନୀ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି। ମାତ୍ର ଟେକ୍‌ନିକାଲ କାରଣ ଯୋଗୁଁ ବଡ ସହରରେ ଏହା ଆରମ୍ଭ ହେବା କଷ୍ଟକର। କମ୍ପାନୀ ଦେଇଥିବା…

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ସେହେସାଁ ତଥା ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅସୁସ୍ଥତା କାରଣରୁ ହୋଇ ଗତ ୩ଦିନ ଧରି ମୁମ୍ବାଇସ୍ଥିତ ନାନାବତୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ ବିଗ ବି’ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ…