ଯାତ୍ରୀଙ୍କ ନିରାପତ୍ତା ଲାଗି ପୋଲିସର କଡ୍ଡା ନଜରରେ ରହିବ ରେଲୱେ ଷ୍ଟେସନ: ଡ଼ିଜିପି
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ରେଲୱେ ଷ୍ଟେସନ ଗୁଡ଼ିକରେ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ ।
ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜଧାନୀସ୍ଥିତ ପୋଲିସ କ୍ୟାମ୍ପ ଅଫିସରେ ରେଲୱେ ନିରାପତ୍ତାକୁ…