Latest Odisha News

BREAKING NEWS

Yearly Archives

2019

ଏୟାର ଇଣ୍ଡିଆକୁ ଶକ୍ତ ଧକ୍କା; ଇସ୍ତଫା ଦେଲେ ୧୨୦ ପାଇଲଟ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦରମା ଏବଂ ଚାକିରୀରେ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । 'ଏ-୩୨୦ ଏୟାରବସ'ର ୧୨୦ ପାଇଲଟଙ୍କ ଦାବି ପୂରଣ…

ଓଡିଶା ଛାଡୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛାଡୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ଜାରି ହୋଇଥିବା ଏକ ବୁଲେଟିନରୁ ଜଣାପଡିଛି । ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ବାୟୁ ସୋମବାର ଦିନ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ଭଳି…

ପୂର୍ବତନ ରାଷ୍ଟ୍ରପତି ‘ଅବଦୁଲ କଲାମ’ଙ୍କ ଆଜି ଜନ୍ମଦିବସ

ଭୁବନେଶ୍ୱର: ଭାରତବର୍ଷରେ ଏଭଳି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ଅକଥନୀୟ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥପର ବଳିଦାନ ପାଇଁ ସେମାନଙ୍କ ଆଗରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ଆପେଆପେ ନଇଁ ଯାଏ । ଭାରତର ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ବୈଜ୍ଞାନିକ 'ଏପିଜେ…

ରାଉରକେଲାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ସମ୍ମୁଖରୁ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବା…

ହତ୍ୟା ଅଭିଯୁକ୍ତଙ୍କ ସହ ସେଲଫି ନେଇ ବଦଳି ହେଲେ ପୋଲିସ ବାବୁ

କୋଣାର୍କ: ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା ମହଙ୍ଗା ପଡିଛି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁରୀ ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ଏସପିଙ୍କ ନିର୍ଦ୍ଦେଶାନୁଯାୟୀ ଆଇଆଇସିଙ୍କୁ…

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ସହ ଫେରୁଛି ବଜାଜ, ଆସନ୍ତାକାଲି କରିବ ଲଞ୍ଚ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ୨ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ 'ବାଜାଜ ଅଟୋ' ପୁଣିଥରେ ସ୍କୁଟର ସେଗମେଣ୍ଟରେ ପାଦ ରଖିବାକୁ ଯାଉଛି। 'ବାଜାଜ ଅଟୋ'ର ଏହାର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବୁଧବାର ବଜାରରେ ଲଞ୍ଚ କରିବ । ଏହାର ନାମ ରଖାଯାଇଛି ‘ଚେତକ ଚିକ୍’ । ଆସନ୍ତାକାଲି ଏହାକୁ…

ଧାରାବାହିକ ଉପନ୍ୟାସର ଶେଷ ଭାଗ: କୁକୁର କାହାଣୀ (୧୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ରାଫେଲ୍ ଚକା ତଳେ ଲେମ୍ବୁ

ରାଫେଲ୍ ଚକା ତଳେ ଲେମ୍ବୁ ବିଚିତ୍ର ବିଶ୍ୱାଳ ଯେଉଁ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ନିର୍ବାଚନ ସମୟରେ ଭାରତୀୟ ରାଜନୀତି ଗରମ ହୋଇଯାଇଥିଲା, ତାହା ଏବେ ପୁଣି ଥରେ ଚର୍ଚ୍ଚାର ଶିରୋନାମା ହୋଇଛି । ଏଥର ଚର୍ଚ୍ଚା ରାଫେଲ୍ ଦାମ୍ କିମ୍ବା ଦୁର୍ନୀତିକୁ ନେଇ ନୁହେଁ । ଭାରତର ପ୍ରତିରକ୍ଷା ମନ୍ତ୍ରୀ…

ଘରେ ରଖନ୍ତୁ ଏହି ୫ଟି ଜିନିଷ, ଦୂରେଇ ରହିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଘରେ କିଛି ବାସ୍ତୁ ଦୋଷ ଥିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଦୋଷ ଥିବା ଗୃହର ଲୋକମାନେ ଯେତେ ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ କରିପାରନ୍ତି ନାହିଁ। ମାତ୍ର ଏପରି କେତେକ ବସ୍ତୁ ରହିଛି ଯାହାକୁ ଘରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଗୃହରେ ସୁଖଶାନ୍ତିର…