Latest Odisha News

BREAKING NEWS

Yearly Archives

2019

ମହାମାୟାଙ୍କ ମହାନବମୀ; ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ

ଭୁବନେଶ୍ୱର: ଜଗତଜନନୀ ମା' ଦୁର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ଆଜି ପାଳନ ହେଉଛି ମହାନବମୀ ପୂଜା । ଯଜ୍ଞ, ହୋମ, ଚଣ୍ଡୀପାଠରେ ଉଠୁଛି ପଡୁଛି ଚାରିଦିଗ । ପୂଜା ମଣ୍ଡପ ଗୁଡିକରୁ ଭାସି ଆସୁଛି ଧୂପ, ଦୀପ ଝୁଣାର ସୁଗନ୍ଧ । ଏହି ଦିବ୍ୟ ସୁଗନ୍ଧରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ…

ପାଟଣାଗଡ ବିଧାୟକଙ୍କ ନାଁରେ ଠକେଇ କରୁଥିଲା ଯୁବକ, ଧରିଲା ପୋଲିସ

ବଲାଙ୍ଗିର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାମରେ ଲୋକଙ୍କ ଠାରୁ ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ବଲାଙ୍ଗିର ଜିଲ୍ଲା ବରପାଲିପଡାରୁ ଗିରଫ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବକ ଜଣକ ପାଟଣାଗଡ ବିଧାୟକଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ…

ବିଜେପି ନେତାଙ୍କ ସହ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟାକଲେ ଦୁର୍ବୁତ୍ତ

ଜଲଗାଁ: ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ଥିବାବେଳେ, ରବିବାର ବିଳମ୍ବିତ ରାତିରେ ଜଲଗାଁ ଠାରେ ବିଜେପି କର୍ପୋରେଟର ରବୀନ୍ଦ୍ର ଖରାଟ ଏବଂ ତାଙ୍କ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୁତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ହତ୍ୟାକାରୀ ବିଜେପି…

ତାଳଚେରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ମଣ୍ଡପାଳ ହସ୍ପିଟାଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କେହି ଦୁବୃର୍ତ୍ତ ରବିବାର ରାତିରେ ଲାଲ୍ ରଙ୍ଗ ବୋଳିଦେଇଥିବା ନେଇ ନଜରକୁ ଆସିଛି । ଏନେଇ ଏକ ସ୍ଥାନୀୟ ଯୁବ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ଦାଏର କରାଯାଇଛି।…

ଏମିତି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ଲାଗେ ‘ମଦିରା’ ଭୋଗ !

ଭୁବନେଶ୍ୱର: ଦେବଭୂମି ଭାରତବର୍ଷରେ ଏମିତି ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ମାନ ରହିଛି ଯାହାକୁ ହୁଏତ ନିଜ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିବା ଅସମ୍ଭବ । ଆମ ଦେଶରେ ଏମିତି ବହୁତ ମନ୍ଦିର ରହିଛି ଯାହା ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା । ଏମିତି ଏକ ମନ୍ଦିର…

ଦେଖନ୍ତୁ, କଟକ ସାହିମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି

କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଧୁମଧାମରେ ଚାଲିଛି । ସହରର ବିଭିନ୍ନ ସାହିରେ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଅଧିକାଂଶ ମେଢ ଚାନ୍ଦିରେ ସଜ୍ଜିତ ହୋଇଛି ।

ପୋଲ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲପରଙ୍କ ମିଳୁନି ପତ୍ତା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ତେଲ ନଦୀ ପୋଲରୁ ଏକ ଟ୍ରକ୍ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ସମ୍ପୃକ୍ତ ଗାଡିର ଡ୍ରାଇଭର ଓ ହେଲପରଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନଥିବା ପୋଲିସ ସୁତ୍ରରୁ ପ୍ରକାଶ। ପ୍ରାପ୍ତ…

ଜାଣନ୍ତୁ, ନବରାତ୍ରୀରେ କନ୍ୟା ପୂଜନର ବିଧି ଓ ମହତ୍ତ୍ୱ

ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନବରାତ୍ରୀ ଅବସରରେ କେହି କେହି ଘରେ କନ୍ୟାମାନଙ୍କୁ ପୂଜା କରିଥା’ନ୍ତି । ପ୍ରତିବର୍ଷ ଚୈତ୍ର ଓ ଦୁର୍ଗାପୂଜାର ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜନର ବିଧି ରହିଛି । ନବରାତ୍ରୀ କେବଳ ବ୍ରତ…

ଓଡ଼ିଶା ଜିତିଲା ଜାତୀୟ ସବ-ଜୁନିୟର୍ ବାଳିକା ଖୋଖୋ ପ୍ରତିଯୋଗିତା

ଋାଞ୍ଚି: ଓଡ଼ିଶାର ସବଜୁନିୟର ବାଳିକା ଖୋଖୋ ଦଳ ଜାତୀୟ ଖୋଖୋ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ନିକଟସ୍ଥ ହଟୱାରର ଆଲବର୍ଟ ଏକ୍କା ଖୋ ଖୋ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩୦ତମ ଜାତୀୟ ଖୋଖୋ ସବଜୁନିୟର ବାଳିକା ଫାଇନାଲରେ ଗତବର୍ଷର ଜାତୀୟ ଚମ୍ପିଆନ ମହାରାଷ୍ଟ୍ର ଦଳକୁ…

ଆଜି ମା’ଙ୍କ ମହାନବମୀ, ଉତ୍ସବମୁଖର ସମସ୍ତ ପୂଜା ମଣ୍ଡପ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ମହାନବମୀ ପୂଜା । ଗାଁରୁ ସହର ଯାଏଁ ସବୁଠି ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ଢୋଲବାଦ୍ୟରେ ଉଚ୍ଛୁଳି ପଡୁଛି ବିଭିନ୍ନ ପୂଜା ମଣ୍ଡପ । ମହାନବମୀ ଅବସରରେ ସକାଳୁ ସକାଳୁ ଦେବୀଙ୍କ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା ।…