Latest Odisha News

BREAKING NEWS

Yearly Archives

2019

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା…

ଓଲଟି ପଡିଲା ଡଙ୍ଗା, ନଦୀରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ପାଟନା: ବିହାରରେ ଦରଧା ନଦୀପାର ହେଉଥିବା ବେଳେ ପାଟଳିପୁତ୍ର ଲୋକସଭା ଆସନର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବଙ୍କ ଡଙ୍ଗା ହଠାତ୍ ଓଲଟି ପଡିବାରୁ ସେ ପାଣିରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନଦୀରେ ଡଙ୍ଗାଟି ଅଚାନକ ଓଲଟି ପଡିବାରୁ ସେଠାରେ…

ଘାଟିରେ ଧସିଲା ମାଟି ଅତଡା, ଯାତାୟାତ ବାଧାପ୍ରାପ୍ତ

ଜୟପୁର: ଆନ୍ଧ୍ର-ଓଡିଶା ସୀମା ନିକଟବର୍ତ୍ତୀ ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସିଯାଇଥିବାରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଯାହାଫଳରେ ୨୬ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ନିକଟରେ ଶହଶହ ସଂଖ୍ୟାରେ ଗାଡିଗୁଡି ଅଟକି ରହିଥିଲା । ପ୍ରାପ୍ତ…

ମା’ ଅମ୍ବାଜୀଙ୍କ ଶକ୍ତିପୀଠ: ଏବେବି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ପବିତ୍ର କେଶ !

ଭୁବନେଶ୍ୱର: ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ଭାରତ ତଥା ଓଡ଼ିଶାର ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି ।…

ଦୁର୍ଗାପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପାଇବା ଲାଗି ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁନଥିବା ଭିଡ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଓ ୭ ତାରିଖରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ । ପରିବହନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ତା ୩ରିଖ ଗୁରୁବାର କନ୍ୟା ୧୭ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

ଭୁବନେଶ୍ୱରରେ ଏନ୍ଆଇଏ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ମୋଦି। ଏହି ଗସ୍ତରେ ତାଙ୍କ ସହିତ ସାମିଲ ରହିଛନ୍ତି ଏନଆଇଏ ଆଇଜି ଜ.ପି ସିଂହ ପ୍ରମୁଖ । ଉଭୟ ରାଜ୍ୟ ପୋଲିସ ଭବନରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେବା…

ମୋକ୍ଷ

ମୋକ୍ଷ ସ୍ମୃତିପ୍ରଭା ସାହୁ ବର୍ଷା । ଖୁବ ଜୋର ବର୍ଷା । କାଳି ଅନ୍ଧାରକୁ ଦେହରେ ମାଖି ଆକାଶରୁ ସେ ବର୍ଷା ମନଇଛା ବର୍ଷୁଥାଏ । ଛାତି ତଳର କୋହ ବା କାହା ଆଖିରେ ଶୁଖିଯାଇଥିବା ଲୁହ ଯେମିତି, ବର୍ଷୁଥାଏ ମନଇଚ୍ଛା । ଥମିବାର ନାଁ ଧରୁନଥାଏ । ଏହି ବର୍ଷାରେ ହଠାତ ମେନରୋଡରୁ ଗୋଟାଏ ବଡ଼…

ମୋହନ ଦାସ

ମୋହନ ଦାସ ଅମରେନ୍ଦ୍ର ମାଧବ ଦାଶ ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର ସାଥୀରେ ନଥିଲା ବି ସୁରକ୍ଷା ବଳୟ ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ ଆତଙ୍କରେ ଥିଲେ ଜଡ଼ସଡ଼... କାହିଁକି କେଜାଣି ? ଅନେକ ସମୟ ସେମାନେ ଅନ୍ଧାରରେ ଖୋଜୁଥିଲେ ତମ ଗୋଲଗୋଲ ଚଷମା କାଳେ ପଢ଼ି ପାରିବେ ତା’…

ଘଡଘଡି ସହ ବର୍ଷା ଆଶଙ୍କା: ୧୩ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,…