Latest Odisha News

BREAKING NEWS

Yearly Archives

2019

ରୂପେଲି ପରଦାରେ ମହାତ୍ମା…

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧିଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

‘ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ’ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।…

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ ଦାଶ ବେନହୁର ଲୁହ ତାଙ୍କ ଆଖିରେ ନ ଥିଲା । ହେଲେ ଶେଷବେଳକୁ ସେ କାନ୍ଦୁଥିଲେ ଅହରହ । ଛାତି ଭିତରେ ହିଁ ଲହୁଲୁହାଣ ହୋଇ ଚାଲିଥିଲେ । କିଏ ଥିଲା ସେ କଥା ବୁଝିବାକୁ? ଆଖି ଆଗରେ ଭାଙ୍ଗି ପଡ଼ୁଥିଲା ସ୍ୱପ୍ନର ସ୍ୱରାଜ୍ୟ । ଅହିଂସା, ଅପରିଗ୍ରହ,…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ବୁଧବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ…

ଆଜିଠୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍

ଭୁବନେଶ୍ୱର: ‘ଗାନ୍ଧି ଜୟନ୍ତୀ’ ଅବସରରେ ସାରା ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାଗର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏସମ୍ପର୍କରେ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ଦ୍ରବ୍ୟ ବିକ୍ରି,…

ସାମ୍ବାଦିକ ଗାନ୍ଧୀ

ସାମ୍ବାଦିକ ଗାନ୍ଧୀ ଜ୍ୟୋତିପ୍ରକାଶ ମହାପାତ୍ର ଗାନ୍ଧୀଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ । ୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧୀଙ୍କୁ ରେଡ଼ିଓରେ…

ଗାନ୍ଧୀ କିଏ?

ଗାନ୍ଧୀ କିଏ? ଦତ୍ତାତ୍ରେୟ ନାୟକ ଗାନ୍ଧୀ କିଏ ? ପ୍ରଶ୍ନର ଉତ୍ତର ଏବେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲାଣି । ଏବେକାର ନୂଆ ପିଢ଼ି ଗାନ୍ଧୀବାଦ ଓ ଗାନ୍ଧୀଙ୍କ ନୀତିକୁ ଖୋଲାଖୋଲି ଭାବେ ବିରୋଧ କଲେଣି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଭାରତର ଜାତୀୟ ପିତା ବୋଲି…

କାହାଣୀ

କାହାଣୀ ସୂର୍ଯ୍ୟସ୍ନାତ ତ୍ରିପାଠୀ ଶେଷରେ, କାହାଣୀଟିଏ ହେବା ହିଁ ଥୟ ! ଏ ବସନ୍ତର ପୀଡା, ଏ କୋହର ବିନ୍ୟାସ, ଏ ଦିନ-ରାତି, ଏ ଋତୁ-ରଙ୍ଗ ଏ ସବୁ ଦିନେ ପାଲଟିବେ କରୁଣ କାହାଣୀ, ନିରର୍ଥକ କବିତାରେ ସମାଧିସ୍ଥ ହେବେ ନଈବଢି ପରେ, କେହି ଜଣେ ଲେଖିଦେବ ପଟୁର ମସୃଣ ଦେହେ ସବୁଜ…

ଆଜିଠାରୁ କାର୍ଯ୍ୟକାରୀ ହେବ ‘ମୋ ସରକାର’ : ଥାନା ଓ ଡାକ୍ତରଖାନାରୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି 'ମୋ ସରକାର କାର୍ଯ୍ୟକ୍ରମ' । ମିଳିଥିବା ସୂଚନା ଅନୁସାରେ ସହୀଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।…