ପୁଣି ଭାରତ ବିରୋଧୀ ମନ୍ତବ୍ୟ ଦେଲେ ଜାକିର୍ ନାଏକ !
ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର୍ ନାଏକ ଭାରତ ବିରୋଧରେ ପୁନର୍ବାର ବିଷ ଉଗାଳିଛନ୍ତି । ହିନ୍ଦୁ ବିରୋଧୀ ବିବାଦୀୟ ବୟାନ ଯୋଗୁଁ ତାଙ୍କ ସଂଗଠନ ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେସନ୨୦୧୬ରେ ନିଷିଦ୍ଧ ଘୋଷଣା ହେବାପରେ ଜାକିର୍ ମାଲେସିଆକୁ ଖସି ଚାଲିଯାଇଥିଲେ । ତେବେ ମାଲେସିଆର…