Latest Odisha News

BREAKING NEWS

Yearly Archives

2019

ସଫଳତାର ସିଢି ଚଢି ଚାଲିଛନ୍ତି ରାନୁ ମଣ୍ଡଳ

ମୁମ୍ବାଇ: ପ୍ଲାଟଫର୍ମରୁ ବଲିଉଡରେ ପାଦ ଦେଇଥିବା ରାନୁ ମଣ୍ଡଳ ଚଢି ଚାଲିଛନ୍ତି ପାହାଚ ଉପରେ ପାହାଚ । ରାନୁଙ୍କୁ ବଲିଉଡରେ ବ୍ରେକ ଦେଇଥିବା ହୀମେଶ ରେଶମୀୟା, ତାଙ୍କ ଚଳଚ୍ଚିତ୍ରର ଆଉ ଏକ ଗୀତରେ କଣ୍ଠ ଦାନ କରିବାକୁ ରାନୁଙ୍କୁ ସୁଯୋଗ ଦେଇଛନ୍ତି । ହିମେଶଙ୍କ ସହ ତାଙ୍କର ଆଉ ଏକ ଗୀତର ଭିଡିଓ…

ଭଦ୍ରକରେ ନିୟମ ଉଲଂଘନ କଲେ ମିନି-ଭ୍ୟାନ ଡ୍ରାଇଭର୍, ୩୮,୫୦୦ଟଙ୍କା ଦେଲେ ଜୋରିମାନା !

ଭଦ୍ରକ: ଟ୍ରାଫିକ୍ ନିୟମ ଉଲଂଘନ କରି ଭଦ୍ରକରେ ଜଣେ ମିନି-ଭ୍ୟାନ ଡ୍ରାଇଭରଙ୍କୁ ୩୮,୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଚରମ୍ପାଠାରେ ଯାନବାହନ ଚେକିଂ ଚାଲିଥିବା ବେଳେ ଏହି ଡ୍ରାଇଭର ଜଣକ ଅନେକ ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଜଣାପଡ଼ିଥିଲା । ଗାଡ଼ି…

ସୋଆ ପକ୍ଷରୁ ସମ୍ ହସ୍ପିଟାଲରେ ଖୋଲାଯିବ ରୋଗ ନିରୂପଣ ଏବଂ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଖୁବଶୀଘ୍ର ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବ୍ଲଡକ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମଲିକୁ୍ୟଲାର୍ ଡାଏଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଣ୍ଟର ଖୋଲାଯିବ । ଏହାଦ୍ୱାରା…

ଇସ୍ରୋ ପଛରେ ସାରାଦେଶ, ଏହି କଠିନ ସମୟରେ ଛୁଟୁଛି ସମର୍ଥନର ସୁଅ

ନୂଆଦିଲ୍ଲୀ:: ବିଜ୍ଞାନରେ ନାହିଁ ବିଫଳତାର ସ୍ଥାନ । କେବଳ ପ୍ରୟୋଗ ଏବଂ ପ୍ରୟାସର ଏକ ପାନ୍ଥଶାଳା । ୧୬୦୦ ବୈଜ୍ଞାନିକଙ୍କ ଦିନରାତି ପରିଶ୍ରମ ସହ ୪୮ ଦିନ ସତର୍କତାର ସଙ୍ଘର୍ଷ ଯାତ୍ରା ପରେ ଗତକାଲି ରାତି ୧.୫୫ ମିନିଟ ୪୦ ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଥିଲା ଚନ୍ଦ୍ରଯାନ-୨ ।…

ଚାନ୍ଦ୍ରାୟଣ – ୨ ଅଭିଯାନ ୯୫ ପ୍ରତିଶତ ସଫଳ ହୋଇଛି: ଇସ୍ରୋ

ବେଙ୍ଗାଲୁରୁ: ଶୁକ୍ରବାର ରାତି ୧:୫୫ ରେ ଚନ୍ଦ୍ରାୟଣ- ୨ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୂହୁର୍ତ୍ତ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଏଇଠି ସମାପ୍ତ ହୋଇଥିଲା ଚନ୍ଦ୍ରଯାନ - ୨ର ସମସ୍ତ ଅଭିଯାନ । ଇସ୍ରୋର ଅଧ୍ୟକ୍ଷ ଏହି ଯୋଗାଯୋଗ…

ଟ୍ରାଫିକ୍ ଜୋରିମାନାକୁ ନେଇ ରାଜଧାନୀରେ ତାତିଲେ ଜନସାଧାରଣ, ପୋଲିସର ଲାଠିଚାର୍ଜ !

ଭୁବନେଶ୍ୱର: ଟ୍ରାଫିକ୍ ଜୋରିମାନାକୁ ନେଇ ଆଜି ରାଜଧାନୀରେ ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଯାହା ଜଣାପଡୁଛି, ଏହି ନୂଆ ଟ୍ରାଫିକ ନିୟମ ଯୋଗୁଁ ଚାଲାଣ ଆଦାୟରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହା ପ୍ରଶାସନ ପ୍ରତି ବୁମେରାଂ ସାଜିଛି ।…

କଂଗ୍ରେସରେ ଅଛନ୍ତି କିଛି ଖଳନାୟକ; କହିଲେ ଅମର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅମର ପ୍ରଧାନ ଶନିବାର ଦିନ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସରେ କିଛି ବରିଷ୍ଠ ନେତା ଖଳନାୟକର ଭୁମିକା ତୁଲାଉଛନ୍ତି । “ଦଳର ଏହି ଖଳନାୟକମାନେ ଶାସକ ଦଳକୁ ହାତ ବାରିସି କରି ନିଜ ଦଳରୁ କିଛି ନେତାଙ୍କୁ ଗିରଫ କରିବାରେ ସହଯୋଗ…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ କ୍ଲିନଚିଟ୍ ଦେଲେ ଆମିକସକ୍ୟୁରୀ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା ସମସ୍ତଙ୍କ ମଙ୍ଗଳ ହେବ ବୋଲି ଶନିବାର ଦିନ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଣଜୀତ କୁମାର । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ, ବରିଷ୍ଠ ଜିଲ୍ଲାଧିକାରୀ, ଏସଜିଟିଇ ମୁଖ୍ୟ…

ବାଲେଶ୍ୱରରୁ ଜବତ ହେଲା ଏସିଡ୍ ଜାର୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରୋଇ ବସରୁ ଏସିଡ୍ ଜବତ କରିଛି ସ୍ଥାନୀୟ ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୬୦ ନଂ ଜାତୀୟ ରାଜପଥ ନିକଟରେ ଚଢାଇ କରି ‘ନିଗମ’ (ଓଡି ୦୧x୧୫୭୫ ) ଧାମରା ଅଭିମୁଖେ ଯାଉଥିବା ବସରୁ ବେଆଇନ ଏସିଡ୍…

ଯାତ୍ରୀଙ୍କୁ ଘାରୁଛି ଟ୍ରାଫିକ୍ ଫାଇନ୍,‘ମୋ ବସ’ରେ ଜମୁଛି ଭିଡ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଥିବା ଟ୍ରାଫିକ୍ ନିୟମ୍ ଯୋଗୁଁ ଟ୍ୱିନସିଟିର ବାସିନ୍ଦା ଏବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ତଥା ମୋ ବସ ଉପରେ ଅଧିକ ନିର୍ଭର କରୁଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଯାହାର ପରିଣାମ ସ୍ୱରୂପ ଶୁକ୍ରବାର ଦିନ ମୋ ବସରେ ଅଧିକ ସଂଖ୍ୟକ…