Latest Odisha News

BREAKING NEWS

Yearly Archives

2019

ଆଇଏମଏସ୍ ଏବଂ ସମ୍ ହସ୍ପିଟାଲରେ ‘ଫିଜିଓ-ଫିଏଷ୍ଟା ୨୦୧୯’ ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନର ସମାଜରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମଣିଷ ଅସୁସ୍ଥ ହୋଇପଡ଼ୁଛି । ତେବେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ଫିଜିଓଥେରାପିର ଯଥେଷ୍ଟ ଆବଶ୍ୟତା ରହିଛି । ଶିକ୍ଷା ଓ ଅସୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏବଂ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଆୟୋଜିତ ହେଲା ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ’ କର୍ମଶାଳା

ଭୁବନେଶ୍ୱର: ସିବିଏସଇ ସେଣ୍ଟର ଅଫ୍ ଏକ୍ସଲେନ୍ସି ଦ୍ୱାରା ଆୟୋଜିତ ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ୱାର୍କସପ୍’ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ୱାର୍କସପରେ ଶିକ୍ଷାନୁଷ୍ଠାନମାନଙ୍କରେ ନିଜର ଷ୍ଟ୍ରେସ୍ ବା ଚାପକୁ ନିୟନ୍ତ୍ରିତ କରିବା ସହ ଛାତ୍ରଛାତ୍ରୀମାନଙ୍କର…

ଏସ୍‌ବିଆଇ ବନ୍ଦ କରିବ ଡେବିଟ କାର୍ଡ

ନୂଆଦିଲ୍ଲୀ:ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲାଗୁକରିବା ନେଇ ସୂଚନା ଦେଇଛନ୍ତି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର । ରଜନୀଶ କୁମାର କହିଛନ୍ତି ଯେ,…

ପଞ୍ଚତତ୍ତ୍ୱରେ ବିଲିନ ହେବ ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟାରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ । ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି । ସେଠାରେ ଅପରାହ୍ନ ୧ଟା ଯାଏଁ ଜେଟଲୀଙ୍କ…

ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ଓଡିଶା ଖେଳାଳୀ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବେସଲ୍: ସୁଇଜରଲ୍ୟାଣ୍ଡ ଠାରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଡବଲ୍ସରେ ସ୍ୱର୍ଣ୍ଣ ହାତେଇଛନ୍ତି ଓଡିଶାର ପ୍ରମୋଦ ଭଗତ । ଏହି ଡବଲ୍ସରେ ପ୍ରମୋଦ ଭଗତଙ୍କ ସହ ତାଙ୍କ ସାଥୀ ଥିଲେ ମନୋଜ ସରକାର । ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ଦୁହେଁ ଫାଇନାଲ…

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ: ପୁରୀ ଜିଲ୍ଲାସ୍ଥିତ ନବକଳେବର ରୋଡ୍ ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଦିବାନା ବେହେରା ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ କିଛି…

ଉନ୍ମୋଚିତ ହେଲା ବିମଳ କିଶୋର ମିଶ୍ରଙ୍କର ଜୀବନୀ ‘ଅବିଚଳ ବିମଳ’…

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରକ୍ତ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କର ୨୫ତମ ପୂଣ୍ୟତିଥି ଅଗଷ୍ଟ ତା ୨୨ ରିଖ ଦିନ ପାଳନ କରାଯାଇଛି । ଏହି ଅବସରରେ ତାଙ୍କର ଜୀବନୀ ପୁସ୍ତକ ‘ଅବିଚଳ ବିମଳ’ ମଧ୍ୟ…

ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅଗାମୀ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୮-୨୦୧୯ ରବିବାର ଆଜି ଦିନର ମହତ୍ତ୍ୱ. ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୫ ରିଖ ରବିବାର ସିଂହ ୦୯ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ବିଛା…