ଏମିତି ଏକ ମନ୍ଦିର ଯେଉଁଠାକୁ ପ୍ରବେଶ କରିପାରିବେନି ନେତା ଓ ଅଫିସର
କାନପୁର: ମନ୍ଦିର ଭିତରକୁ ଜୋତାର ପ୍ରବେଶ ନାହିଁ ବୋଲି ତ ସମସ୍ତେ ଜାଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଟିଏ ମନ୍ଦିର ବିଷୟରେ କହିବୁ ଯାହା ଭିତରକୁ ଜୋତା ନୁହେଁ ଆଜ୍ଞା ନେତାଙ୍କ ପ୍ରବେଶ ଉପରେ ରହିଛି ପ୍ରତିବନ୍ଧକ ।
ଏଭଳି ଏକ ନିଆରା ମନ୍ଦିର ରହିଛି ଉତ୍ତରପ୍ରଦେଶର କାନପୁରଠାରେ ।…