Latest Odisha News

BREAKING NEWS

Yearly Archives

2019

ଦର୍ପଣ ହୋଇପାରେ ସ୍ୱାମୀ-ସ୍ତ୍ରୀଙ୍କ କଳହର କାରଣ !

ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ । ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ ଏହାକୁ ଠିକ୍‌ ସ୍ଥାନରେ ନ ରଖିଲେ ଆପଣଙ୍କ ଜୀବନ ଅସୁନ୍ଦର ହୋଇଯାଇପାରେ । ଆସନ୍ତୁ ଜାଣିବା ଘରେ ଦର୍ପଣ ରଖିବାର ସଠିକ୍‌ ଦିଗ ବିଷୟରେ... ୧-…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ କଟକ ଓ ଭୁବନେଶ୍ୱର ସମେତ କିଛି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ,…

ସେପ୍ଟେମ୍ବରରେ ଜିଓ ଫାଇବର୍: କେମିତି ପାଇବେ ୧୦୦ ଏମବିପିଏସ ଇଣ୍ଟରନେଟ୍ ସ୍ପିଡ୍ ! ଜାଣନ୍ତୁ…

ମୁମ୍ବାଇ: ଭାରତର ବୃହତ ଯୋଗାଯୋଗ ନେଟୱର୍କ ସେବା ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କମ୍ପାନୀ ପକ୍ଷରୁ ଜିଓ ଫାଇଭର୍ ହାଇସ୍ପିଡ଼ ବ୍ରୋଡ଼ବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା, ଲ୍ୟାଣ୍ଡଲାଇନ ତଥା ଜିଓ ହୋମ୍ ଟିଭି ତଥା ଜିଓ ଆଓଟି ସେବା ଖୁବଶିଘ୍ର…

ସ୍କୁଲ ଫି ଟଙ୍କା ନୁହେଁ ପ୍ଲାଷ୍ଟିକ ବୋତଲ, ଜାଣନ୍ତୁ କେଉଁଠି ରହିଛି ଏହି ସ୍କୁଲ

ନାଇଜେରିଆ: ଆମେ ଆପଣଙ୍କୁ ଏପରି ଏକ ସ୍କୁଲ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପିଲାଙ୍କୁ ପଢାଇବା ପାଇଁ ମୋଟା ଅଙ୍କର ଟଙ୍କା ନୁହେଁ ବରଂ ଦେବାକୁ ପଡ଼ିଥାଏ ଅଦରକାରୀ ପ୍ଲାଷ୍ଟିକ ବୋତଲ । ନାଇଜେରିଆର ଲାଗୋସ ସହରରେ ରହିଛି ଏହି ସ୍କୁଲ । ଏହାର ନାମ ମୋରିଟ ଇଣ୍ଟରନେଶନାଲ ସ୍କୁଲ। ସ୍କୁଲରେ…

ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ହିଁ ମୁଁ ଓପିସିସି ମୁଖ୍ୟ ପଦବୀରୁ ଇସ୍ତଫା ଦେଇଛି: ନିରଞ୍ଜନ

ଭୁବନେଶ୍ୱର: ଯେଉଁଦିନ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ସେହିଦିନ ହିଁ ‘ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି’ (ଓପିସିସି) ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ କହିଛନ୍ତି । “ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା…

ନନ୍ଦନକାନନରେ ପାଳିତ ହେଲା ‘ବିଶ୍ୱ ହାତୀ ଦିବସ’

ଭୁବନେଶ୍ୱର: ସାରା ବିଶ୍ୱରେ ସୋମବାର ଦିନ ‘ବିଶ୍ୱ ବ୍ୟାପୀ ହାତୀ ଦିବସ’ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହି ଦିନ ବଡ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର…

ବିଜେପିରେ ଯୋଗଦେଲେ ଦଙ୍ଗଲ୍ କୁସ୍ତିଯୋଦ୍ଧା ବବିତା ଫୋଗଟ୍

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଲେବ୍ରିଟି ରେସଲର୍ ବବିତା ଫୋଗଟ୍ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ବାପା ମହାବୀର ଫୋଗଟ୍ ମଧ୍ୟ ତାଙ୍କ ସହିତ ସୋମବାର ଦିନ ଏହି ଜାତୀୟ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବବିତାଙ୍କ ଜୀବନୀକୁ ନେଇ…

ନନ୍ଦନକାନନରେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ସବୁଠୁ ବୟସ୍କା ବାଘୁଣୀ ପ୍ରିୟଙ୍କାର ସୋମବାର ଦିନ ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ଧରି ଅସୁସ୍ଥ ରହିଥିବା ଯୋଗୁଁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ଚିକିତ୍ସିତ ହେଉଥିଲା । ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଏହି ୧୯ ବର୍ଷ ୫ ମାସ ବୟସ୍କ…

ଅଧା ଆକାଶର ଈଶ୍ୱରୀ

ଅଧା ଆକାଶର ଈଶ୍ୱରୀ ପ୍ରଜ୍ଞାଶ୍ରୀ ରଥ ମୋର ଇଚ୍ଛା ଇଚ୍ଛାମୟ! ମୁଁ ତୁମକୁ ଗଢ଼ନ୍ତି ନିଜ ଇଚ୍ଛାମତେ... ଦିଅନ୍ତି ତୁମକୁ ପାହୁନଥିବା ରାତିର ଅନ୍ଧାରରଙ୍ଗ ଫିକା ଆକାଶର ନୀଳକପାଳ ଲିଭାଇ ଦିଅନ୍ତି ମୋ ଭାଗ୍ୟରେଖା ଖାସ୍‍ ତମ ପାଇଁ ଆଙ୍କିବାକୁ ଦିଗ୍‍ବଳୟର ଭ୍ରୂଲତା... ସବୁ…

ବିରାଟଙ୍କ ଧୁଆଁଧାର ଶତକ ଓ ଭୁବନେଶ୍ୱରଙ୍କ ଘାତକ ବୋଲିଂ: ୫୯ ରନରେ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ୨ୟ ଦିନିକିଆରେ ଇଣ୍ଡିଜ୍ ଦଳକୁ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ୫୯ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । କପ୍ତାନ ବିରାଟ କୋହଲୀଙ୍କ ଉପଯୋଗୀ ଶତକ ଏବଂ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାରଙ୍କ କଞ୍ଜୁସୀ ଘାତକ ବୋଲିଂ…