Latest Odisha News

BREAKING NEWS

Yearly Archives

2019

ଆପଣଙ୍କ ଶୋଇବା ଘର ବି ହୋଇପାରେ ବାସ୍ତୁଦୋଷର କାରଣ !

ଭୁବନେଶ୍ବର: ବେଡ଼ରୁମ୍ ବା ଶୋଇବା ଘର ହେଉଛି ପ୍ରତ୍ୟେକ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ପାଲଟିଯାଏ ।…

ସୁରମଣି ପଣ୍ଡିତଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ନମାମି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୨ ରିଖ ସୋମବାର କର୍କଟ ୨୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଘରେ ରଖନ୍ତୁ ତିନି ଗୋଡ଼ିଆ ବେଙ୍ଗ, ମିଳିବ ସୁଖ, ଶାନ୍ତି ଓ ସମୃଦ୍ଧି

ବାସ୍ତୁଶାସ୍ତ୍ରକୁ ଭାରତରେ ଅନେକ ଲୋକ ବିଶ୍ୱାସ କରିଥାନ୍ତି। ବାସ୍ତୁ ଅନୁସାରେ ଘର ସଜାଇବା ଦ୍ୱାରା ଘରେ ସକାରାତ୍ମର ଶକ୍ତି ଉତ୍ପନ୍ନ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ, ବାସ୍ତୁ ଶାସ୍ତ୍ରର ବ୍ୟବହାର ପ୍ରାଚୀନ କାଳରୁ କରାଯାଇ ଆସୁଛି। ବାସ୍ତୁ ଅନୁଯାୟୀ…

କାଜୁ କୋରମା

ଘରେ ପ୍ରସ୍ତୁତ କରନ୍ତୁ କାଜୁ କୋରମା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ: କାଜୁ – ୫୦ ଗ୍ରାମ, କାଜୁ – ୧୦,୧୨ଟି ମସଲାରେ ପେଶିବା ପାଇଁ, କ୍ରୀମ-୧୦୦ ଗ୍ରାମ, ଟମାଟୋ- ୪ (୨୫୦) ଗ୍ରାମ, ଅଦା – ୧ ଇଞ୍ଚ, କଞ୍ଜା ଲଙ୍କା – ୧, ଗରମ ମସଲା- ୧/୪ ଛୋଟ…

ଝାରସୁଗୁଡା ଅଭିମୁଖୀ ବିମାନର ଭୁବନେଶ୍ୱରରେ ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ରବିବାର ସକାଳେ ଝାରସୁଗୁଡା ଅଭିମୁଖେ ବାହାରିଥିବା ବିମାନ ଖରାପ ପାଣିପାଗ ଯୋଗୁଁ ପୁଣି ଭୁବନେଶ୍ୱରକୁ ଫେରି ଆସିଛି । ବିମାନଟି ସକାଳ ୯ଟା ୫ ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦିନ ୧୦ ଟା…

ପାକିସ୍ତାନକୁ ନେଇ ଅଡୁଆରେ ମିକା ସିଂ, ଜାଣନ୍ତୁ କାହିଁକି

ମୁମ୍ବାଇ: ନିକଟରେ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ । ଯେଉଁଥିପାଇଁ ଉଭୟ ଭାରତ ଏବଂ ପାକିସ୍ତାନର ଲୋକଙ୍କ ଦ୍ୱାରା ସେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା…

କେଶ ପାଚୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିର ସମୟରେ ବିଭିନ୍ନ ରସାୟନିକ ପଦାର୍ଥ, ଚିନ୍ତା ଓ ବାୟୁ ପ୍ରଦୂଷଣ ଆଦି କାରଣରୁ କେଶ ଆସ୍ତେ ଆସ୍ତେ କଳାରୁ ଧଳା ହୋଇଯିବାରେ ଲାଗୁଛି । -: ବାଦାମରେ କପର ଓ ଭିଟାମିନ୍‌ ’ଇ’ ରହିଥାଏ । ଏହା କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ । -: ମସ୍‌ରୁମରେ ମଧ୍ୟ ଅଧିକ ମାତ୍ରାରେ କପର ଥାଏ, ଯାହା…

ପ୍ରକୃତି ଓ ସଂସ୍କୃତି ଯେଉଁଠି ହୋଇଛନ୍ତି ଏକାକାର: ବରଗଡ଼ର ନୃସିଂହ ନାଥ ପୀଠ

ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ କଳା ସଂସ୍କୃତିରେ ଭରା ଉତ୍କଳର କୋଣ ଅନୁକୋଣ । ସତେ ଯେପରି ଏଇଠି ପ୍ରକୃତି ଖୋଲି ବସିଛି ତାର ଅସୁମାରୀ ରୂପର ପସରା । କୁଳୁକୁଳୁ ଝରଣାର ନାଦ ସାଙ୍ଗକୁ, ବଣଜଙ୍ଗଲର ସଁ ସଁ ଶବ୍ଦ ଉଲ୍ଲସିତ କରାଇଦିଏ ମନପ୍ରାଣ । ସେହିପରି ଏକ ସ୍ଥାନ ହେଉଛି ପଶ୍ଚିମ ଓଡ଼ିଶା…

ଦ୍ୱିତୀୟ ଦିନିକିଆ: ଗେଲ୍ ଝଡ଼ ରୋକିବାକୁ କେଉଁ ନୀତି ଆପଣେଇଛନ୍ତି ବିରାଟ, ଜାଣନ୍ତୁ…

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ବିନା ଫଳାଫଳରେ ଧୋଇଗଲା ପରେ ଭାରତୀୟ ଦଳ ଆଜି ପୋର୍ଟ ଅଫ ସ୍ପେନରେ ୨ୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଦଳକୁ ଭେଟୁଛି । ମହାନ କ୍ରିକେଟ ଖେଳାଳି କ୍ରିସ୍ ଗେଲ୍ ଆଜି ତାଙ୍କର ୩୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବେ । ଏହି ମ୍ୟାଚକୁ…