Latest Odisha News

BREAKING NEWS

କେଶ ପାଚୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିର ସମୟରେ ବିଭିନ୍ନ ରସାୟନିକ ପଦାର୍ଥ, ଚିନ୍ତା ଓ ବାୟୁ ପ୍ରଦୂଷଣ ଆଦି କାରଣରୁ କେଶ ଆସ୍ତେ ଆସ୍ତେ କଳାରୁ ଧଳା ହୋଇଯିବାରେ ଲାଗୁଛି ।

-: ବାଦାମରେ କପର ଓ ଭିଟାମିନ୍‌ ’ଇ’ ରହିଥାଏ । ଏହା କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

-: ମସ୍‌ରୁମରେ ମଧ୍ୟ ଅଧିକ ମାତ୍ରାରେ କପର ଥାଏ, ଯାହା କେଶକୁ କଳା ଓ ଘଞ୍ଚ କରାଇଥାଏ ।

-: ଶାଗ ଖାଇବା ଦ୍ୱାରା ଭିଟାମିନ୍‌ ବି ମିଳିଥାଏ, ଯାହା ଶରୀର ପାଇଁ ଜରୁରୀ । ଏହା କେଶକୁ କଳା କରାଇଥାଏ ।

-: ଅଣ୍ଡାରେ ଭିଟାମିନ ବି -୧୨ ଥାଏ,ଏହା କେଶ ପାଇଁ ଅଧିକ ଜରୁରୀ ହୋଇଥାଏ । ଯଦି ଆପଣଙ୍କର ଅଣ୍ଡା ଖାଇବାରେ କୌଣସି ସମସ୍ୟା ନ ଥାଏ ତେବେ ପ୍ରତିଦିନ ଏହାକୁ ଖାଇପାରିବେ ।

Leave A Reply

Your email address will not be published.