Latest Odisha News

BREAKING NEWS

Yearly Archives

2019

କଥାକୁହା ଫଟୋ: ବ୍ୟସ୍ତବହୁଳ ରାଜ୍ୟ ସଚିବାଳୟ ସାମ୍ନା ବର୍ଷାର ଦୃଶ୍ୟ…

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି କୃଷକ । ଆଗାମୀ ଦିନରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଥିବାର ସୂଚନା ମଧ୍ୟ ପ୍ରଦାନ କରିଛି…

୫ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୫ଟି ଜିଲ୍ଲାରେ ଗୁରୁବାର ଦିନ ଝଡ଼ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ପ୍ରଦାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗର ସତର୍କ ସୂଚନାନୁଯାୟୀ, ରାଜ୍ୟର ୫ଟି…

ସିସିଡି ପ୍ରତିଷ୍ଠାତାଙ୍କ ଆତ୍ମହତ୍ୟା: ଏହି ରାସ୍ତାକୁ ଆପଣେଇ ନେଇଥିବା ଅନ୍ୟ ୫ ସିଇଓ

ବେଙ୍ଗାଲୁରୁ: ଭାରତର ସର୍ବ ବୃହତ କଫି ସପ୍ 'କାଫେ କଫି ଡେ'ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା କର୍ପୋରେଟ ଦୁନିଆର ଏକ ଅସୁନ୍ଦର ସତକୁ ପଦାରେ ପକାଇଛି । ଯାହାକୁ ନଜର ଅନ୍ଦାଜ କରିବା ନିହାତି ଭାବେ କଷ୍ଟ । ତେବେ କର୍ପୋରେଟ ଦୁନିଆର ଦିଗଜ୍ଜ ମାନଙ୍କ ଭିତରେ ସିଦ୍ଧାର୍ଥ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୧-୦୮-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୧ ରିଖ ଗୁରୁବାର କର୍କଟ ୧୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଭୁକ୍ତ ପ୍ରତିପଦା ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:…

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ରିଲାଏନ୍ସ ସ୍ମାର୍ଟର ନୂଆ ଷ୍ଟୋର୍

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଅଧୀନ ସର୍ବବୃହତ୍ ଢ଼ାଞ୍ଚାର ସୁପରମାର୍କେଟ୍ ରିଲାଏନ୍ସ ସ୍ମାର୍ଟ ଭୁବନେଶ୍ୱରର ପଟିଆ ମେନ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପେ୍ଲକ୍ସ ପରିସରରେ ଏକ ନୂଆ ଷ୍ଟୋର ଆଜି ଶୁଭାରମ୍ଭ କରିଛି । ଗୋଟିଏ ଛାତ ତଳେ କିରାନା (ଗ୍ରସରୀ) ସାମଗ୍ରୀ,…

କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି: ପ୍ରବାସିନୀ ମହାକୁଡ଼

ପ୍ରବାସିନୀ ମହାକୁଡ଼ ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସମୃୃଦ୍ଧ ସ୍ୱର । ୨୪ ନଭେମ୍ବର ୧୯୫୭ରେ କଳାହାଣ୍ଡି ଜିଲ୍ଲାର କୋକସରାଠାରେ ଜନ୍ମ । ମୁହୂର୍ତ୍ତ ମୁହୂର୍ତ୍ତ, ଆଧାରଶିଳା, ପରମା, ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ଜିପ୍ସୀ ଝିଅ,…

ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି କଂଗ୍ରେସ ଦଳର ଦାବି

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ସମ୍ମାନ ପ୍ରଦାନ ଲାଗି ରାଜ୍ୟ ସରକାର ତାଙ୍କ ନାମକୁ ସୁପାରିଶ କରନ୍ତୁ ବୋଲି ବିଧାନସଭାରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପ୍ରସଙ୍ଗକୁ ସେ ଗୃହର ଶୂନ୍ୟକାଳ ସମୟରେ ଉଠାଇବା ସହିତ…

ପିଡ଼ିଏସ କୋଟାରେ ହ୍ରାସ: ଅଗଷ୍ଟରୁ ହିତାଧିକାରୀ ପାଇବେ ୨ଲିଟର୍ କିରୋସିନି

ଭୁବନେଶ୍ୱର: ରାଜ୍ୟରେ ନ୍ୟାସନାଲ ଫୁଡ଼ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ନିରାପତ୍ତା ଆକ୍ଟରେ ଅନ୍ତର୍ଭୃକ୍ତ ହୋଇଥିବା ସମସ୍ତ ହିତାଧିକାରୀମାନେ ଏବେ ୨.୫ ଲିଟର୍ ବଦଳରେ ମାତ୍ର ୨ ଲିଟର୍ କରୋସିନି ପାଇବେ । କେନ୍ଦ୍ର ପକ୍ଷରୁ ପିଡ଼ିଏସ ଯୋଜନାନୁଯାୟୀ, ଯେଉଁ ବିପିଏଲ ଚିହ୍ନଟ ପରିବାରଗୁଡ଼ିକ…

ଜଣ୍ଡିସ୍ ବ୍ୟାପିବା ନେଇ କଟକରେ ଆତଙ୍କ

କଟକ: ବ୍ୟସ୍ତବହୁଳ କଟକ ସହରରେ ଜଣ୍ଡିସ୍ ବ୍ୟାପିବା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ସହର ବାସିନ୍ଦା । ମିଳିଥିବା ସୂଚନାନୁଯାୟୀ, କଟକ ସହର ଅନ୍ତର୍ଗତ ୨୫ ନଂ ୱାର୍ଡ଼ର କେଶରପୁର, କଂସେଇଗଳି ଓ ଆଖଡ଼ାଗଳି ଅଞ୍ଚଳରେ ପ୍ରାୟ ୧୨ ଜଣ ବ୍ୟକ୍ତି ଜଳ ଜନିତ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇପଡ଼ିଛନ୍ତି ।…

ଚିକେନ୍ ଲଲିପପ୍

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍ ଲଲିପପ୍ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ ଲେଗ୍ ପିସ୍ ଚିକେନ ୪୦୦ ଗ୍ରାମ, ତେଲ ଆବଶ୍ୟକ ପରିମାଣରେ, ଅଦା ରସୁଣ ବଟା ୩ ଚାମଚ, ଲଙ୍କା ଗୁଣ୍ଡ ଆବଶ୍ୟକ ଅନୁଯାୟୀ, ଲୁଣ ଆବଶ୍ୟକ ଅନୁଯାୟୀ, ଗୋଲମରିଚ ଗୁଣ୍ଡ ୧ଚାମଚ, ସୋୟା…