କଥାକୁହା ଫଟୋ: ବ୍ୟସ୍ତବହୁଳ ରାଜ୍ୟ ସଚିବାଳୟ ସାମ୍ନା ବର୍ଷାର ଦୃଶ୍ୟ…

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି କୃଷକ । ଆଗାମୀ ଦିନରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଥିବାର ସୂଚନା ମଧ୍ୟ ପ୍ରଦାନ କରିଛି ପାଣିପାଗ ବିଭାଗ ।