ରାଷ୍ଟ୍ରପତି କୋବିନ୍ଦଙ୍କ ସହ ୭ଦିନିଆ ବିଦେଶ ଗସ୍ତରେ ଯିବେ ଏହି ଓଡିଆ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ଦିନଠାରୁ ଆଫ୍ରିକୀୟ ଦେଶ ତଥା ବେନିନ୍, ଗାମ୍ବିଆ ଓ ଗୁଇନିଆ ଆଦି ୩ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାବ୍ୟତୀତ ପଶ୍ଚିମବଙ୍ଗ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଏହି ଗସ୍ତରେ ଯିବାର…