Latest Odisha News

BREAKING NEWS

Yearly Archives

2019

ଥାନାରେ ଯୁବତୀ ଚାଲାଣକାରୀଙ୍କ ସନ୍ଦେହଜନକ ମୃତ୍ୟୁ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାସ୍ଥିତ ଧାରୁଆଡିହି ଥାନା ଭିତରେ ଜଣେ ମଣିଷ ଚାଲାଣକାରୀର ସନ୍ଦେହଜନକ ମୃତ୍ୟୁ ଘଟିଛି । ଅଭିଯୁକ୍ତ ସୁନିଲ ଲୋଧିକୁ ଏକ ମାମଲାରେ ପୋଲିସ ପୂର୍ବରୁ ହେପାଜତରେ ରଖି ପଚରାଉଚରା କରୁଥିବା ବେଳେ ଥାନା ବାଥରୁମ ମଧ୍ୟରୁ ତାକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ…

ଗଞ୍ଜାମ: ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକସ୍ଥିତ ମାଗୁରା ଗ୍ରାମରେ ଥିବା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ଘଟିଥିବା ବିସ୍ଫୋରଣରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଛାତ୍ରମାନଙ୍କୁ…

ପାଟକୁରା ନିର୍ବାଚନ: ପୋଲିଂ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସର ମୁହାଁମୁହିଁ, ଭୋଟଦାନ ବାଧାପ୍ରାପ୍ତ

କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଜାରି ରହିଥିବା ବେଳେ କିଣିଲୋସ୍ଥିତ ଏକ ଭୋଟିଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନାନୁଯାୟୀ କିଣିଲୋସ୍ଥିତ ୩୦୭ ନଂ ଭୋଟିଂ କେନ୍ଦ୍ରରେ ଚିରକୁଟକୁ ନେଇ ଜଣେ ପୋଲିଂ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ…

ଫ୍ୟାଶନରେ ଟ୍ରେଣ୍ଡି ମୁଦି…

ସମୟ ସହିତ ଫ୍ୟାଶନ ବଦଳୁଥିଲା ବେଳେ ଏବେକାର ଫ୍ୟାଶନ ଟ୍ରେଣ୍ଡରେ ରହିଛି ମୁଦି । ଏହା ମଧ୍ୟ ହାତର ସୌନ୍ଦର୍ଯ୍ୟ ବୃଦ୍ଧିକୁ ଦ୍ୱିଗୁଣିତ କରିଥାଏ । ଆଜିର ସମୟରେ ଝିଅମାନେ ଟ୍ରାଡିସନାଲ୍ ସୁନା ମୁଦି ବଦଳରେ ଫ୍ୟାଶନେବଲ୍ ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଜାଣନ୍ତୁ, ହାତକୁ ଏକ…

ପାଟକୁରା ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ପାଖାପାଖି ୩୦୯ ବୁଥକେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଭୋଟଗ୍ରହଣ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କଡ଼ା ସୁରକ୍ଷା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୦-୦୭-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୦ ରିଖ ଶନିବାର କର୍କଟ ୦୪ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବୃଷ ସିଂହ…

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ଭାରତୀୟ ମହିଳା ଓ ପୁରୁଷ ଦଳ ଜିତିଲେ ସ୍ୱର୍ଣ୍ଣ

କଟକ: କଟକରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପର ପୁରୁଷ ଦଳଗତ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୩-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । Here are the podium finishers for Men's Team event at 21st Commonwealth Table…

ସମାଜସେବୀ ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ (୧୯୦୪-୧୯୯୮) କ୍ଷେତ୍ର: ସମାଜସେବା ଜଣେ ଗାନ୍ଧିବାଦୀ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଏକ ସୁପରିଚିତ ନାମ । ୧୯୦୪ରେ ବାରିଷ୍ଟର କୁମୁଦନାଥ ସେନ୍‍ଙ୍କ ଔରସରୁ ତାଙ୍କର ଜନ୍ମ । ସେ ଥିଲେ ଢାକାର ମୂଳ ବାସିନ୍ଦା । ୧୬ ବର୍ଷ ବୟସରେ…

ଭାରତୀୟ ବଜାରକୁ ଆସିଲା ‘ଏଚପି-ପ୍ରୋବୁକ୍ ୪୪୫ ଜି୬’ ବିଜିନେସ୍ ଲାପଟପ୍

ଭୁବନେଶ୍ୱର: ବିଶ୍ୱର ପ୍ରସିଦ୍ଧ ଲାପଟପ୍ ମ୍ୟାନୁଫାକଚରିଂ କମ୍ପାନୀ ଏଚପି ଏକ ନୂଆ ମଡ଼େଲର ବିଜିନେସ୍ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏହି ପ୍ରୋବୁକ୍ ୪୪୫ ଜି୬ ନାମକ ଲାପଟପ୍ ବ୍ୟାବସାୟିକ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ । ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଏକଜ୍ୟୁକିଟିଭ୍ ତଥା ଅଫିସରେ…

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପାଟିରୁ ବାହାରୁଛି ନିଆଁ

ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସହ ରହସ୍ୟରେ ଭରପୂର ଭାରତର ଅନେକ ମନ୍ଦିର । ଯାହାର ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟିରେ ରହିଛି ଦେବୀ ମା’ଙ୍କ ମନ୍ଦିର । ଏଠାରେ ଦେବୀ ମା’ଙ୍କ ମୁହଁରୁ ସବୁବେଳେ ନିଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି।…