କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ : ଦୟା ଦିସାନାୟକେ।
ଭୁବନେଶ୍ବର: ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ତଥା 'ଅଶୋକ କିଏ' ପୁସ୍ତକର ରଚୟିତା ଦୟା ଦିସାନାୟକେ।
ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କେ ଏଲ ଏଫ ପାଠଚକ୍ରରେ ଭାଗ…