Latest Odisha News

BREAKING NEWS

Yearly Archives

2019

ଆଠଗଡ ହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ଅନ୍ୟ ଜଣେ ଅଭିଯୁକ୍ତ

ଆଠଗଡ : କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ରେଞ୍ଜ ସୁକାସନ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ରାଜନଗର ସଦର ଅନ୍ତର୍ଗତ ତଇଲାରେ ଡିସେମ୍ବର ୧୨ ତାରିଖରେ ଏକ ମାଈ ହାତୀର ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ନାମ ଦେବ ଦେହୁରୀ…

ଲାଗୁ ହେଲା ନୂଆ ଜିଏସଟି ରେଟ୍: ଟିଭି, କ୍ୟାମେରା ଭଳି ୨୩ଟି ସାମଗ୍ରୀ ଆଜିଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଜିଏସଟି ରେଟରେ ହ୍ରାସ ହେବା ଫଳରେ ଜାନୁଆରି ୧ ତାରିଖରୁ ପ୍ରାୟ ୨୩ଟି ଦ୍ରବ୍ୟ ଓ ସେବା ଶସ୍ତା ହୋଇଛି । ଏସମ୍ପର୍କରେ ଗତ ଡିସେମ୍ବର ୨୨ ତାରିଖରେ ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮…

ନବୀନଙ୍କୁ ଚୋର କହିଥିବାରୁ ବିଜେଡ଼ିରୁ ବହିଷ୍କୃତ ହେଲି: ଦାମ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ ମଙ୍ଗଳବାର ଦିନ କହିଛନ୍ତି, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୋର କହିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା । “ନବୀନ ପଟ୍ଟନାୟକ ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ଚୋର କହି ଦଳରୁ ବହିଷ୍କାର କରିଥିଲେ…

ନୂଆ ରେକର୍ଡ କଲା ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ତାକ୍ଲଜ୍ ବାଲୁକା କଳା

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେବେ ବି ଭାବିନଥିଲେ ଯେ ବଡ ଦିନର ସାନ୍ତାକ୍ଲଜ୍ ନୂଆବର୍ଷରେ ଉପହାର ସ୍ୱରୂପ ଏଭଳି ଏକ ପୁରସ୍କାର ଦେବ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ତାକ୍ଲଜ ବିଶ୍ୱ ରେକର୍ଡ ମାନ୍ୟତା ପାଇଛି । ଏନେଇ ଆଜି…

ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ୧୯ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି । ସେହିପରି…

ଆରପାରିରେ ଭେଟେରାନ୍ ଅଭିନେତା କାଦର ଖାନ୍

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ତଥା କମେଡି କିଙ୍ଗ କାଦର ଖାନଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । କାନାଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ସେ ଇହଲୀଳା ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଅନ୍ତିମ ସମୟରେ ତାଙ୍କ…