Latest Odisha News

BREAKING NEWS

Yearly Archives

2019

ନିଟ୍ ୨୦୨୦: ଏବେ ବୁର୍ଖା ଓ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଆସନ୍ତା ୨୦୨୦ ମସିହା ମେ’ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁର୍ଖା ଓ ହିଜାବ ଭଳି ପାରମ୍ପରିକ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନୁମତି…

ସିଲ୍ ହେଲା ପୁରୀର ପଞ୍ଜାବୀ ମଠ

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ମିଳିଥିବା ସୂଚନା ଅନୁସାରେ, ଏହି ମଠରେ ନିଶା କାରବାର ହେଉଥିବା ଦର୍ଶାଇ ପୋଲିସ ଏହାକୁ ସିଲ୍ କରିଛି। ଗତରାତିରେ ଏହି ମଠର ଏକ ପ୍ରକୋଷ୍ଠରୁ ବିପୁଳ ପରିମାଣରେ କରେକ୍ସ୍…

ସବ୍-ଲେଫନାଣ୍ଟ ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍

କୋଚି: ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ସୋମବାର ଦିନ ନିଯୁକ୍ତି ପାଇଛନ୍ତି ସବ୍-ଲେଫନାଣ୍ଟ ଶିବାଙ୍ଗୀ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1201383065429299200?s=08 ବିହାରର ମୁଜାଫରପୁରରେ ଜନ୍ମିତ…

ବଳାତ୍କାର ମାମଲାରେ କଠୋର ଦଣ୍ଡବିଧାନ ଲାଗି ସରକାର ପ୍ରସ୍ତୁତ: ରାଜନାଥ ସିଂ

ନୂଆଦିଲ୍ଲୀ: ବଳାତ୍କାରୀଙ୍କ ପାଇଁ ଆସିବ କଠୋର ଦଣ୍ଡବିଧାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଲୋକସଭାରେ ଏହା ପ୍ରକାଶ କରିଛନ୍ତି । ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ । ଏଥିପାଇଁ ସମସ୍ତ ସାଂସଦଙ୍କ…

ଆସନ୍ତୁ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ କରିବା ତୀର୍ଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାପନ କରନ୍ତ୍ି ବିଶ୍ୱ ନିୟନ୍ତାର ଶ୍ରଷ୍ଠା ପ୍ରଭୂ ଶ୍ରୀ ଜଗନ୍ନାଥ । ପୁରୀର ଭୌଗଳିକ ସ୍ଥିତି ଓ ଐତିହ୍ୟ ଏତେ ଶକ୍ତିଶାଳୀ ଯେ, ଏଥିପାଇଁ ଦେଶ ବିଦେଶରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । ତେବେ ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବା ପାଇଁ ଓ ପାପମୁକ୍ତ ହେବା…

‘ହେଲମେଟ୍ ପିନ୍ଧିବିନି କି ଫାଇନ୍ ଦେବିନି’: ଟ୍ରାଫିକ୍ ନିୟମ ଉଲଂଘନକାରୀ

କଟକ: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ମହିଳା ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ସେ ବାବଦୀୟ ଜୋରିମାନା ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି । ଆହୁରି ମଧ୍ୟ “ମୁଁ ହେଲମେଟ୍ ପିନ୍ଧିବିନି ମି…

ପ୍ରଚୁର ଫସଲ ଅମଳ କରିବେ ବୋଲି ଦେବଗଡ଼ର ଏହି ଚାଷୀଙ୍କ ଦୃଢ ଆଶା; କାହିଁକି ଜାଣନ୍ତୁ…

ଦେବଗଡ: ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ କାଜିମ୍ବା ଗ୍ରାମର ନରେନ୍ଦ୍ର କୁମାର ସାହୁ ନାମକ ଜଣେ ଯୁବକ ଚଳିତ ବର୍ଷ ଭଲ ଫସଲ ଅମଳ କରିବେ ବୋଲି ଦୃଢ ଆଶା କରିଛନ୍ତି। ଏହି ୩୦ ବର୍ଷୀୟ ବ୍ୟକ୍ତି ଜଣକ ଗତ ୧୪ ବର୍ଷ ଧରି ଚାଷବାସ କରିଆସୁଛନ୍ତି । ଦଶମ ଶ୍ରେଣୀ ପାଠପଢା ସମାପ୍ତ କରିବା…

ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଗଗନ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ସୁଧା ରାଜ୍ୟ ସରକାର ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ । ଗଗନ ୧୯୮୫ ବ୍ୟାଚର ଆଇଏଏସ…

କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା; ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକଙ୍କୁ ବିଭୋର କରିବ ଶାସ୍ତ୍ରୀୟ ନୃତ୍ୟ

ପୁରୀ: ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟା । ଆଗାମୀ ୫ ଦିନ ଧରି କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ ଓଡିଶୀ, ଭାରତନାଟ୍ୟମ, କଥକଲି, ମୋହିନିଅଟ୍ଟମ, କୁଚିପୁଡି, କଥକ ପରି ଶାସ୍ତ୍ରୀୟ ନୃତ୍ୟ । ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାରେ ଆୟୋଜନ…

ଝାଡ଼ଖଣ୍ଡ ନିର୍ବାଚନ: ପୋଲିଂବୁଥରେ ପିସ୍ତଲ ଧରିଥିବା କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ମାମଲା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଏବେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ୧ମ ପ୍ରର୍ଯ୍ୟାୟ ଭୋଟଗ୍ରହଣ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମପର୍ଯ୍ୟାୟ ନିର୍ବାଚନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସେପରି କିଛି ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ, ମାତ୍ର ଡ଼ାଲଟନଗଞ୍ଜ…