ସରିଲା ମହାରାଷ୍ଟ୍ର ମହାନାଟକ; ଝାଡ଼ଖଣ୍ଡ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି
ରାଞ୍ଚି: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବା ପରେ ଏବେ ଏନଡ଼ିଏ ଓ ୟୁପିଏର ଦୃଷ୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ ରହିଛି । ଆଦିବାସୀ ଜନବହୁଳ ଏହି ରାଜ୍ୟ ପ୍ରାକୃତିକ ଖଣିଜ ପଦାର୍ଥ ଲାଗି ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ…