Latest Odisha News
Yearly Archives

2020

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବରଗଡ ଓ ନୂଆପଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

ଭୁବନେଶ୍ୱରରେ ପହଞ୍ଚିଲା ବାହାରିନରୁ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର: ବାହାରିନରୁ ୬୮ ଓଡିଆ ପ୍ରବାସୀଙ୍କ ସମେତ ୧୫୦ ଜଣଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଶନିବାର ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ଏହି ବିମାନ ପ୍ରଥମେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ପରେ ସେଠାରୁ କିଛି…

ଅନୁପମ ଖେରଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କୁ କରୋନା

ମୁମ୍ୱାଇ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ପରିବାରରେ କରୋନା । ତାଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଅନୁପମ ଖେର । This is to inform all that my…

ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୬୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୬୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ସମସ୍ତ ମୃତକ ମାନେ ଗଞ୍ଜାମ…

‘ଲା‌କମେ ଫ୍ୟାସନ ୱିକ’ରେ ନିଜ କଳାର ପଦର୍ଶନ କରି ପ୍ରଶଂସା ସାଉଁଟିଲେ ଯାଜପୁର ଝିଅ ସୌଭାଗ୍ୟଲକ୍ଷ୍ମୀ

ଭୁବନେଶ୍ୱର: ଜାତୀୟ ସ୍ତରର ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋରେ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଆ ଝିଅ ସୌଭାଗ୍ୟଲକ୍ଷ୍ମୀ । ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋ’ ‘ଲା‌କମେ ଫ୍ୟାସନ ୱିକ’ ଜରିଆରେ ନିଜର ସେଟ୍ ଡିଜାଇନ ପ୍ରଦର୍ଶନ କରିଛନ୍ତି ଯାଜପୁରର ଝିଅ…

ଓଡିଶାରେ ଆଉ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୯୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ବଢୁଛି ଚିନ୍ତା: ଦେଶରେ ୨୪ ଘଣ୍ଟାରେ ୨୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୨୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯, ୫୫୩…

ନାନାବତୀ ହସ୍ପିଟାଲ ଡାକ୍ତରଙ୍କୁ କଣ କହିଲେ ବିଗ ବି, ଟ୍ୱିଟରରେ ଭିଡିଓ ଭାଇରାଲ୍

କରୋନା ପଜିଟିଭ ଚିହ୍ନଟ ପରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହାରି ଭିତରେ ବିଗ୍ ବିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ…

କଟକ ସହରରେ ବଢ଼ିବନି ସଟ୍‌ଡାଉନ୍‌ ଅବଧି

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ । ଆଜି ଏହି ସଟଡାଉନ ଅବଧି ସରୁଥିବା ବେଳେ ଏହା ଆଗକୁ ଆଉ ବୃଦ୍ଧି ହେବନାହିଁ ବୋଲି ସୂଚନା ଦେଇଛି କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରର ରଖି ଗତ ସୋମବାରଠାରୁ ୨ଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଲାଗୁ…

କାଲିଠୁ ତିନି ଦିନ ବନ୍ଦ ରହିବ ଆରଜିଏଚ୍ ଓପିଡି

ରାଉରକେଲା: ସହରରେ ଥିବା ସରକାରୀ ହସ୍ପିଟାଲରେ ଲାଗିଲା କଟକଣା । ଆସନ୍ତାକାଲିଠୁ ତିନି ଦିନ ପାଇଁ ବନ୍ଦ ରହିବ ଓପିଡି । ଆସନ୍ତା ୧୫ ତାରିଖ ଯାଏ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଆରଜିଏଚ୍ ନିର୍ଦ୍ଦେଶକ । କେବଳ ଗୁରୁତର ରୋଗୀଙ୍କୁ ଓପିଡି ଆସିବାକୁ ଅନୁମତି ମିଳିବ । ଅନ୍ୟମାନେ…