Latest Odisha News
Yearly Archives

2020

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା: ଏହିସବୁ ଜିଲ୍ଲାକୁ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ୨ ଦିନ ହେବ ଲଘୁଚାପ ଜନିତ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ…

ଅଟୋରେ ଶ୍ମଶାନକୁ ନିଆଗଲା କରୋନା ଆକ୍ରାନ୍ତଙ୍କ ମୃତଦେହ

ତେଲେଙ୍ଗାନା: କୋଭିଡ୍ ନିୟମକୁ ଫୁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ । କରୋନା ଆକ୍ରାଙ୍କ ମୃତଦେହକୁ ଅଟୋରେ ନିଆଗଲା ଶ୍ମଶାନ । ଏଭଳି ଚିତ୍ର ଆସିଛି ତେଲେଙ୍ଗାନରୁ । ନିଜାମାବାଦର ସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ଶେଷକୃତ୍ୟ ପାଇଁ ମର ଶରୀରକୁ ଅଟୋରେ…

ଅମିତାଭଙ୍କ ଠାରେ ରହିଛି ହାଲୁକା କରୋନା ଲକ୍ଷଣ: ମେଡ଼ିକାଲ କର୍ତ୍ତୃପକ୍ଷ

ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ଶେହେନସା ଅମିତାଭ ବଚ୍ଚନ। ଏନେଇ ସେ ଶନିବାର ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ସଦ୍ୟତମ ସୂଚନା…

ବଢୁଛି କରୋନା ସୁସ୍ଥତା ହାର: ରାଜ୍ୟରେ ୮୦୦୦ ଟପିଲା ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ କରୋନା ସ୍ଥିତି ସଙ୍ଗିନ ଆଡକୁ ଗତି କରୁଥିବା ବେଳେ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨ ହଜାର ଟପିଥିବା ବେଳେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ଶନିବାର ଦିନ ରାଜ୍ୟରେ ସର୍ବାଧିକ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ…

ପ୍ରଥମ ଥର ମାସ୍କ ପିନ୍ଧିଥିବା ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: କରୋନା ମହାମାରୀ ଭିତରେ ପ୍ରଥମ ଥର ମୁହଁରେ ମାସ୍କ ପିନ୍ଧିଛନ୍ତି ଆମେରିକା ରାଷ୍ଚ୍ରପତି । ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ମାସ୍କ ସହ ନଜର ଆସିଛନ୍ତି । ଗତକାଲି ଏକ ହସ୍ପିଟାଲ ଗସ୍ତ କରିବା ସମୟରେ ଏଭଳି ଗେଟଅପରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଡୋନାଲ୍ଡ…

ହୋମ୍ ଆଇସୋଲେସନରେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ର: ରାଜଭବନ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଆଇସୋଲେସନରେ ଅଛନ୍ତି ରାଜ୍ୟପାଳ ଭଗତ ସିଂହ କୋସିୟାରି । ଆଗାମୀ କିଛି ଦିନ ପାଇଁ ସେ କାମ କରିବେ ନାହିଁ । ମହାରାଷ୍ଟ୍ର ରାଜଭବନର ପାଖାପାଖି ୧୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି…

ସୂର୍ଯ୍ୟ ଦେବଙ୍କୁ କାହିଁକି କରାଯାଏ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଏ ସମସ୍ତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୧୨-୭-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ                                  ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୨ ରିଖ ରବିବାର ମିଥୁନ ୨୮ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ଧନୁ…

ଏହିସବୁ ଆକର୍ଷଣୀୟ ଫିଚର୍ସ ସହ ଭାରତୀୟ କମ୍ପାନୀ ‘ବୋଟ’ ଲଞ୍ଚ କଲା ‘ସ୍ମାର୍ଟବ୍ୟାଣ୍ଡ’

ନୂଆଦିଲ୍ଲୀ: ଚାଇନା କମ୍ପାନୀଗୁଡିକ ବିରୋଧ ମଧ୍ୟରେ ଭାରତୀୟ କମ୍ପାନୀ (ବୋଟ) ଏହାର ପ୍ରଥମ ସ୍ମାର୍ଟବ୍ୟାଣ୍ଡ ବୋଟ ପ୍ରୋଗିୟର ବି୨୦ ବଜାରରେ ଲଞ୍ଚ କରିଛି। ଏଥିରେ ରିଅଲ୍ ଟାଇମ୍ ହାର୍ଡ ରେଟ୍ ମନିଟର, କାର୍ଯ୍ୟକଳାପ ଟ୍ରାକର୍, ବିଜ୍ଞପ୍ତି ଆଲର୍ଟ ଭଳି ଅନେକ ବୈଶିଷ୍ଟ୍ୟ ଅଛି | ଏହା ଆଇପି୬୮…

ଆରସି ଟ୍ରାନ୍ସଫର ପାଇଁ ଆବେଦନ କରିବା ପରେ ଏହି ଉପାୟରେ ଘରେ ବସି ଜାଣନ୍ତୁ ଏହାର ସ୍ଥିତି !

ଭୁବନେଶ୍ୱର: ଭାରତର ପୁରୁଣା ଯାନ ବଜାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି | ବାଇକ୍ ହେଉ କିମ୍ବା କାର୍ ହେଉ, ସେଗୁଡିକ ବିଭିନ୍ନ ପ୍ଲାଟଫର୍ମରେ ବିକ୍ରି ହେଉଛି | ଏପରିକି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ କ୍ରେତା ଏବଂ ବିକ୍ରେତାମାନେ ଡିଲର ବିନା ଯାନ କ୍ରୟ ବିକ୍ରୟ କରୁଛନ୍ତି | ପୁରୁଣା ଯାନ…