Latest Odisha News

BREAKING NEWS

Yearly Archives

2020

ଟାଟା ଷ୍ଟିଲ୍ ଫାଉଣ୍ଡେସନର ଛେଳି ଚାଷ ଅଭିଯାନ; ୯୫୦ ପରିବାର ପାଇଁ ନିରନ୍ତର ଜୀବିକା ହାସଲରେ ହେଉଛି ସହାୟ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୨୦୧୮ ପରଠାରୁ ଯୋଡ଼ାର ପଶୁପାଳନ ବିଭାଗ ସହଯୋଗିତାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗ୍ରାମାଂଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବାଣିଜ୍ୟିକ ଛେଳି ଚାଷର ପ୍ରସାର କରାଯାଉଛି । ଏହି ଅଭିଯାନ ତ୍ୱରିତ ଆୟ ଉତ୍ସ ପ୍ରଦାନ କରି ୯୫୦ରୁ ଅଧିକ ପରିବାର…

ହାତଗଣ୍ଠିରୁ ହାତକଡି…

କଟକ: ବାହାବେଦୀରେ ପଡିସାରିଥିଲା ହାତଗଣ୍ଠି । ସରିଥିଲା ହୋମ । ସେତେବେଳେକୁ ପୋଲିସ ସହ ପହଞ୍ଚି ସାରିଥିଲେ ପ୍ରଥମ ପତ୍ନୀ । ଫଳରେ ବର ଜଣକ ନବବଧୂକୁ ନେଇ ଘରକୁ ଫେରିପାରିଲେନି । ଗଲେ ହାଜତକୁ । ଏଭଳି ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ । ସୂଚନା…

କମ୍ବିଂ ବେଳେ ଯବାନଙ୍କୁ ସଫଳତା, ମହିଳା କ୍ୟାଡର ମାଓବାଦୀ ନିହତ

କଟକ: କମ୍ବି ଅପରେସନ୍ ବେଳେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ କମ୍ବିଂ ଅପରେସନ୍ ବେଳେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ୨ଟି ବନ୍ଧୁକ…

ଗୃହ ମନ୍ତ୍ରାଳୟର ସମନ, ହେଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଦିଲ୍ଲୀ ପଠାଇବେ ନାହିଁ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମମତା ସରକାର ଓ କେନ୍ଦ୍ର ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ଦଳୀୟ ନେତାଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ପୋଲିସ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ମହାରାଷ୍ଟ୍ର ସରକାରଙ୍କ ନୂଆ ନିୟମ: ସରକାରୀ ଅଫିସରେ ଜିନ୍ସ ମନା

ମହାରାଷ୍ଟ୍ର: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ କରିଛନ୍ତି ମହାରାଷ୍ଟ୍ର ସରକାର । ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ କିମ୍ବା ଟିସାର୍ଟ ପିନ୍ଧି ଯାଇପାରିବେ ନାହିଁ । ସେକ୍ରେଟାରୀଏଟ୍ କିମ୍ବା ସରକାରୀ ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ଯିବାକୁ ବାରଣ କରାଯାଇଛି । ସରକାରୀ ଓ ଠିକା…

‘ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩’ର ଶୁଭ ମହୁରତ ଅନୁଷ୍ଠିତ

ଭବାନୀପାଟଣା: ସହିଦ ରେଣ୍ଡୋ ମାଝୀଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର । ଏଥି ପାଇଁ ଭବାନୀ ପାଟଣାରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ନାଁ ରହିଛି 'ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟୋରୀ ଅଫ୍ ୧୮୫୩' । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତି ମନ୍ତ୍ରୀ…

୨୦୨୩ ହକି ବିଶ୍ୱ କପ୍: ରାଉରକେଲା ଷ୍ଟା଼ଡିୟମ ପରିଦର୍ଶନ କଲେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ

ରାଉରକେଲା : ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା  ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ…

ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର

ମୁମ୍ବାଇ: ବଲିଉଡ ଲଭର୍ସଙ୍କ ପାଇଁ ଦୁଃଖ ଖବର । ଶାହରୁଖ ଖାନଙ୍କ ଫିଲ୍ମ ଫ୍ୟାନ୍‌ରେ ଅଭିନୟ କରିଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ତାଙ୍କ ଶରୀରର ଦକ୍ଷିଣ ପାଶ୍ୱର୍ ଅକାମୀ ହୋଇପଡିଛି । ତେବେ…

ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲା; କନ୍ନଡ ଅଭିନେତ୍ରୀ ସଞ୍ଜନାଙ୍କୁ ସର୍ତ୍ତମୂଳକ ଜାମିନ‌ ପ୍ରଦାନ କଲେ କର୍ଣ୍ଣାଟକ…

ନୂଆଦିଲ୍ଲୀ: ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗାଲରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ସଞ୍ଜନାଙ୍କୁ ଡାକ୍ତରୀ ସସମ୍ୟା ପାଇଁ ବେଲ ମିଳିଛି। ତେବେ ଏଥିପାଇଁ ସଞ୍ଜନା ପୂର୍ବରୁ ଜାମିନ ଆବେଦନ କରିଥିଲେ,…