ସ୍ମାର୍ଟ ଫୋନ ଦେବ କରୋନା ସଂକ୍ରମିତଙ୍କ ତଥ୍ୟ !
ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଚିନ୍ତା । ଦେଶ ପରେ ଦେଶ, ରାଜ୍ୟ ପରେ ରାଜ୍ୟ ଏହାର କବଳକୁ ଆସି ଯାଉଛି । ଏହାର ସଂକ୍ରମଣରେ କିଛି ଟା ରୋକ ଲଗାଇବା ପାଇଁ ସାରା ଦେଶରେ ଲକଡାଉନ ।
ତେବେ ମଧ୍ୟ ବିଶ୍ୱର କିଛି ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଏବେ ଜନସାଧାରଣଙ୍କୁ ସତର୍କ ରହିବାର ଉପଦେଶ ଦେଇ…