Latest Odisha News

BREAKING NEWS

Yearly Archives

2020

ରାଜ୍ୟରେ ୬ଷ୍ଠ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି ।…

ଆଉ ନୂଆ ୭୪ ପଜିଟିଭ ସହ ରାଜ୍ୟରେ ୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ବିଜୁଳି ଗତିରେ ମାଡି ଚାଲିଛି କରୋନା । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୪ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୪ ନୂଆ ପଜିଟିଭ । ଆଜି ଏକ ନୂଆ ଜିଲ୍ଲା ମାଲକାନଗିରିରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ଆକଳନ ଅନୁଯାୟୀ ଗତି କରୁଛି ଅମ୍ଫାନ, ରାତି ୮.୩୦ ରୁ ୧୦.୩୦ ମଧ୍ୟରେ କରିବ ଲ୍ୟାଣ୍ଡଫଲ: ଏସଆରସି

ଭୁବନେଶ୍ୱର:ସମୁଦ୍ରରେ ଚକ୍ରବାତର ରୂପ ନେଇଛି ବାତ୍ୟା ଅମ୍ଫାନ। ଏହାର ପ୍ରଭାବରେ  ପାରାଦୀପ ଓ ଧାମରାରେ ଉଚ୍ଚ ଜୁଆରା ଦେଖା ଯାଇଛି। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ଅମ୍ଫାନ ଗତି କରୁଥିବା ଏସଆରସି ସୂଚନା ଦେଇଛନ୍ତି । ଆଜି ରାତି ୮.୩୦ରୁ ୧୦.୩୦ ସୁଦ୍ଧା ସୁନ୍ଦରବନ ନିକଟରେ…

ଭୟଙ୍କର ହେଉଛି ଅମ୍ଫାନ; ପାରାଦୀପରେ ଅଶାନ୍ତ ହେଲାଣି ସମୁଦ୍ର

ଭୁବନେଶ୍ୱର: ଘଣ୍ଟାକୁ ୧୧ କିଲୋମିଟର ବେଗରେ ସ୍ଥଳ ଭାଗ ମୁଁହା ଅମ୍ଫାନ । ଏହାର ପ୍ରଭାବରେ ଅଶାନ୍ତ ହେଉଛି ପାରାଦୀପ । ପାରାଦୀପରେ ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୯୬ କିମି ରହିଛି । ଯାହା ଧୀରେଧିରେ ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଓଡ଼ିଶାରେ ଅମ୍ପନର ପ୍ରଥମ ବଡ଼…

ବଢୁଛି ଚିନ୍ତା: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫,୬୧୧ ସଂକ୍ରମିତ, ୧୪୦ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଭାରତର ଏହି ଆୟୁର୍ବେଦିକ ଜଡ଼ି-ବୁଟିରୁ ତିଆରି ହେବ କରୋନା ଭ୍ୟାକ୍ସିନ !

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ । ଏହାର ମୁକାବିଲା ପାଇଁ ସାରା ବିଶ୍ୱରେ ଔଷଧ ଖୋଜା ଚାଲିଛି । ତେବେ ଭାରତରେ ଆୟୁର୍ବେଦିକ ଜଡ଼ି-ବୁଟି ଅଶ୍ୱଗନ୍ଧା କରୋନା ଚିକିତ୍ସାରେ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ବୋଲି ଦିଲ୍ଲୀ ଆଇଆଇଟି ଓ ଜାପାନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ…

ଲକଡାଉନ: ପୁଅ ପାଇଁ ବ୍ୟାଟ ଛାଡି କଇଁଚି ଧରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ ଦୁନିଆର କିମ୍ବଦନ୍ତୀ ଖେଳାଳୀ ସଚିନ୍ ତେନ୍ଦୁଲକର । ଏହି ବାମହାତୀ ବ୍ୟାଟ୍ସମାନ ଜଣଙ୍କ ପୁଣି ଥରେ ନିଜ ବାମ ହାତକୁ ଭଲ ବ୍ୟବହାର କରିଛନ୍ତି। ସାଚୀନଙ୍କ ଯେଉଁ ବାମ ହାତ ଉପରେ ଦିନେ ଭାରତ ଏତେ ଆଶା ରଖୁଥଲା। କିନ୍ତୁ ଏଥର ଏହି ବାମ ହାତରେ ସେ ବ୍ୟାଟ୍ ବଦଳରେ ରହିଛି କଇଁଚି…

ଅମ୍ଫାନ ମୁକାବିଲା : ଫୋକସରେ ଦୁଇ ଓଡ଼ିଆ ଡିଜି

ଭୁବନେଶ୍ୱର : କିଛିବର୍ଷ ହେବ ଓଡିଶାରେ ବାତ୍ୟା ତାର ତାଣ୍ଡବ ଦେଖାଉଛି । କେତେବେଳେ ହୁଡହୁଡ୍ ତ କେତେବେଳେ ଫନି । ଆଉ ଏବେ ଅମ୍ଫାନ । ଅନେଶତ ମହାବାତ୍ୟା ପରେ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ଶତାବ୍ଦୀର ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି । ତେବେ ଏହି ବାତ୍ୟା ସମୟରେ…

ରାଜ୍ୟର ବିଭିନ୍ନ ସ୍ଥାନରେ ଅମ୍ଫାନର ପ୍ରଭାବ; ପ୍ରବଳ ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ

ଭୁବନେଶ୍ୱର: ଅତି ଭୟଙ୍କର ହୋଇ ସ୍ଥଳପଥକୁ ମାଡ଼ି ଆସୁଛି ବାତ୍ୟା ଅମ୍ଫାନ । ଅମ୍ଫାନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ। ପାଣିପାଗ ବିଭଗର ପୂର୍ବାନୁମାନ ଅନୁଯାୟୀ, ଆଜି ଅପରାହ୍ନ ସୁଦ୍ଧା ଏହା ପଶ୍ଚିମବଙ୍ଗ ସ୍ଥିତ ସୁନ୍ଦରବନ ଠାରେ ମାଡ଼ ହେବ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୫-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ମାସ ତା ୨୦ ରିଖ ବୁଧବାର  ବୃଷ ୭  ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ତ୍ରୟୋଦଶୀ  ତିଥି  ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର    ଘାତ ବାର- କର୍କଟ   ରାଶିର ଘାତ ଚନ୍ଦ୍ର: ମେଷ ରାଶିର ଆଜି: ବାଇଗଣ…