ଅଗ୍ନିଶମ ଗାଡି ଭିତରେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା
କେନ୍ଦ୍ରାପଡା: ବାତ୍ୟା ଅମ୍ଫାନକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବଢ଼ିଛି ପବନ ବର୍ଷାର ବେଗ । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରୁ ଆସିଛି ଏକ ଭିନ୍ନ ଖବର । ଆମ୍ବୁଲାନ୍ସ ନଆସିବାରୁ ଅଗ୍ନିଶମ ଗାଡିରେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା ।
ସୂଚନା ମୁତାବକ, ମହାକାଳପଡ଼ା…