Latest Odisha News

BREAKING NEWS

Yearly Archives

2020

କ’ଣ କରୁଛନ୍ତି ‘କଭି ଖୁସୀ କଭି ଗମ’ର କ୍ରିସ୍ ?

ମୁମ୍ବାଇ: ବଡ ପରଦାରେ ଏହି କୁନି କଳାକାର କ୍ରିସ୍ ବାବେ ପରିଚିତ । କ୍ରିସ୍‌ଙ୍କ ପ୍ରକୃତ ନାଁ ହେଉଛି ଜିବ୍ରାନ୍ ଖାନ୍ । ଶାହରୁଖ ଓ କାଜୋଲଙ୍କ ପୁଅ ଭାବେ ସେ କଭି ଖୁସୀ କଭ ଗମ୍‌ରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଲେ । ହେଲେ ସେ ସମୟରେ ଶିଶୁ କଳାକାର ଏବେ ଖୁବ ବଡ ହୋଇଗଲେଣି । ଗତ…

ଜିଡିପିରେ କୃଷିର ଅବଦାନକୁ ୧୬ ରୁ ୩୦ ପ୍ରତିଶତ ବୃଦ୍ଧି କରିବା ଆବଶ୍ୟକ; ନିତିନ ଗଡକରୀ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପ୍ ର ଇଣ୍ଡିଆ ଟୁଡେ ଷ୍ଟେଟ୍ କନକ୍ଲେଭ ୨୦୨୦ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଇଣ୍ଡିଆ ଟୁଡେ ଗ୍ରୁପ୍ ର ଏହି ପଦକ୍ଷେପ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଉତ୍ସାହକୁ ଆହୁରି ବଢାଇବ। ରାଜ୍ୟମାନଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପ୍ରେରଣା…

କରୋନା ଟୀକାକରଣ ବାଧ୍ୟତାମୂଳକ ନୁହେଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: କୋଭିଡ -୧୯ ଟିକା ପ୍ରସ୍ତୁତ ହେବା ପରେ ଏହାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିବା ପାଇଁ ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ବାଇଡେନ୍‌ କହିଛନ୍ତି ଆମେରିକାର ଲୋକମାନଙ୍କୁ କରୋନା ଟୀକା ନେବାକୁ ବାଧ୍ୟ କରାଯିବ…

ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ବିଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଆହତ କାରଣରୁ ସିରିଜକୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି । କାନବେଲାରରେ ଗତକାଲି ଅଷ୍ଟ୍ରେଲିଆ…

କଟକରେ ଟ୍ରକ୍ ଧକ୍କାରେ ଜଣେ ମୃତ; ୨ ଗୁରୁତର

କଟକ: କଟକ ଜିଲ୍ଲାର ୬୦ନଂ ରାଜ୍ୟ ରାଜପଥରେ ଶନିବାର ଦିନ ଏକ ଟ୍ରକ୍ ଜଣେ ବୟସ୍କ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ସାଇକେଲ ଚାଳକ ଙ୍କ ନାମ ଶରତ ଚନ୍ଦ୍ର ଦଳାଇ (୬୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ନିଆଳି ଅଞ୍ଚଳରେ ଘଟିଥିବା ଏହି…

କୋଭାକ୍ସିନ ଟୀକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ: ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, "ମୋ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ସିଭିଲ୍ ହସ୍ପିଟାଲ୍ ଅମ୍ବାଲା କ୍ୟାଣ୍ଟରେ ଭର୍ତ୍ତି ହୋଇଛି।…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । କିନ୍ତୁ ଦୈନିକ ଡେଥ୍ କେସ୍ ପୂର୍ବ ଅପେକ୍ଷା କମିଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୪ଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି । ଭୁବନେଶ୍ୱରରୁ କରୋନା ସଂକ୍ରମିତ ଜଣେ…

ନୟାଗଡ଼ ‘ପରୀ’ ହତ୍ୟା ମାମଲା: ଅଭିଯୁକ୍ତ ବାବୁଲି ନାୟକଙ୍କୁ SITର ମାରାଥନ୍ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗ ଉପରେ ତନାଘନା ତଦନ୍ତ ଚଳାଇଛନ୍ତି । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ରେଡ୍…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୬.୭୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକା, ବ୍ରାଜିଲ୍, ତୁର୍କୀ, ଋଷିଆ ସମେତ ବିଶ୍ୱର ଅନେକ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୨ ଲକ୍ଷ ନୂତନ ମାମଲା ରେକର୍ଡ ହୋଇଛି ଏବଂ ୧୨,୦୫୨ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ…

କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କଲା କେନ୍ଦ୍ରୀୟ ବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ଦେଶରେ ଡିଜିଟାଲ ଦେୟର ଧାରା ବୃଦ୍ଧି ପାଇଛି। ତେଣୁ ଏହାକୁ ଅଧିକ ବୃଦ୍ଧି କରିବାକୁ ଆସନ୍ତା ବର୍ଷ ଜାନୁୟାରୀ ୧ ରୁ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜାନୁୟାରୀ ୧, ୨୦୨୧ ରୁ…