ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡିଶା ଆସିବାକୁ ଥିବା ଟ୍ରେନ ଗୁଡିକୁ ବାତିଲ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ସୁରତରୁ ଓଡ଼ିଶା ଆସିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି ଓଡିଶା ସରକାର । ଏନେଇ ସୁରତ ଜିଲ୍ଲାପାଳ ଧବଲ କୁମାର ପଟେଲ ସୂଚନା ଦେଇଛନ୍ତି ।
ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାକୁ ପ୍ରବଶେ ପୂର୍ବରୁ ସମସ୍ତ ପ୍ରବାସୀଙ୍କ କୋଭିଡ-୧୯ ପରୀକ୍ଷା କରାଯିବ ।…