୧୧୯୦ ଓଡ଼ିଆ ଶ୍ରମିକଙ୍କୁ ନେଇ ବେଙ୍ଗାଲୁରୁ ଛାଡ଼ିଲା ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର: ୧,୧୯୦ ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ‘ଶ୍ରମିକ’ ସ୍ୱତନ୍ତ୍ର ଟ୍ରେନ୍ ମଙ୍ଗଳବାର ସକାଳ ପ୍ରାୟ ୯:୨୬ରେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି।
ଏହାପୂର୍ବରୁ କର୍ଣ୍ଣାଟକ ସରକାର ପ୍ରବାସୀ ଶ୍ରମିକମାନଙ୍କୁ କ ରିଲିଫ କ୍ୟାମ୍ପରୁ ରେଳ ଷ୍ଟେସନ ଆଣିବା ଲାଗି…