Latest Odisha News

BREAKING NEWS

Yearly Archives

2020

କେନ୍ଦୁଝରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ, ୧୬୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା । ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ…

କାଲିଠୁ ଖୋଲିବ ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କାଲିଠୁ ଖୋଲିବ ମଦ ଦୋକନ । ବ୍ୟାପକ ବାଦ ବିବାଦ ମଧ୍ୟରେ ସୋମବାରଠୁ ସାରା ଦେଶରେ ମଦ ଦୋକାନ ଖୋଲିବା ନେଇ ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ଏପରିକି ରେଡ୍‌ଜେନ୍‌, ଅରେଂଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍‌ରେ ମଦ ଦୋକନ ଖୋଲିବ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେବଳ…

କୁଆଖିଆ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

ଯାଜପୁର: ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ ମର୍ମନ୍ତୁଦ ସକଡ ଦୁର୍ଘଟଣା ହୋଇଛି । ୨ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର…

ସିଲ୍ ହେଲା ଦିଲ୍ଲୀ ସିଆର୍‌ପିଏଫ୍ ହେଡକ୍ୱାର୍ଟର

ନୂଆଦିଲ୍ଲୀ: କରୋନା କବଳରେ ସୁରକ୍ଷାବାହିନୀ । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରବିବାର ସିଆର୍‌ପିଏଫ୍ ମୁଖ୍ୟାଳୟକୁ ସିଲ୍ କରାଯାଇଛି । ଏଥିସହ ସିଆର୍‌ପିଏଫ୍‌ର ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯାଇଛି । ପରବର୍ତ୍ତୀ…

ରଥଯାତ୍ରା: ପୁରୀରେ ପହଞ୍ଚିଲା ୧୦ମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ରବିବାର ଦିନ ୧୦ମ ପର୍ଯ୍ୟାୟରେ…

ହନ୍ଦୱାରା ସହିଦଙ୍କ ପ୍ରତି ଶୋକବ୍ୟକ୍ତ କଲେ ରାଜନାଥ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ହନ୍ଦୱାରାରେ ସହିଦ ହୋଇଥିବା ପଂଚ ଜଣ ସୁରକ୍ଷାକର୍ମୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଟ୍ୱିଟ କରି ସହିଦ ହୋଇଥିବା ସୈନିକ ଓ ସୁରକ୍ଷାକର୍ମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ବୀର ସହିଦମାନଙ୍କ…

କ୍ରିକେଟ ଖେଳିଛନ୍ତି କରୋନା ପଜିଟିଭ

ବଲାଙ୍ଗିର: କେସ୍ ନମ୍ବର-୧୪୭ଙ୍କ ଆସିଲା ଗସ୍ତ ବିବରଣୀ । ବଲାଙ୍ଗିର ଲେଖିରିଆର ଏହି ୧୮ ବର୍ଷୀୟ ଆକ୍ରାନ୍ତ ଯୁବକଙ୍କ ବାବଦରେ ତଥ୍ୟ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୧୬ ମାର୍ଚ୍ଚ ରାତିରେ ତାମିଲନାଡୁର ତିରିପୁରରୁ ବଲାଙ୍ଗିର ଆସିଥିଲେ ଆକ୍ରାନ୍ତ ଜଣକ । ୧୭ ମାର୍ଚ୍ଚରେ ଅନ୍ୟ ୪ ଜଣଙ୍କ ସହ…

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । ପୁରୀରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଆଜି କିଛି ସାମ୍ବାଦିକ ଖବର ସଂଗ୍ରହ କରିଥିଲେ । ଏହି ସମୟରେ ସେଠାରେ ମୁତୟନ ଥିବା ଦୁଇ ପରେଷ୍ଟ ଗାର୍ଡ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।…

ପାସ୍ ନଥିଲେ ଓଡ଼ିଶା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିନା ପାସ୍‌ରେ ଓଡ଼ିଶା ଆସି ପାରିବେ ନାହିଁ ପ୍ରବାସୀ ଓଡ଼ିଆ । ବାହାରୁ ଆସୁଥିବା ବସ୍ ପାଇଁ ପାସ୍ ବାଧ୍ୟତାମୂଳକ । ବିନା ପାସ୍‌ରେ ବସ୍ ଆସିଲେ ଓଡ଼ିଶା ସୀମା ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।…

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ତେବେ ଗଞ୍ଜାମର ବେଗୁନିଆପଡା…