Latest Odisha News

BREAKING NEWS

Yearly Archives

2020

ଓଡିଶାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଜି ଦୁଇ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ…

କରୋନା ଅପଡେଟ୍‌; ଇନ୍‌ଷ୍ଟାଗ୍ରାମରେ ସଲମାନ୍ ଶେୟାର କଲେ ସର୍ଟ ଫିଲ୍ମ ‘ବାସ୍ତବ୍‌-୨’ !

ମୁମ୍ବାଇ: କରୋନାଭାଇରସ୍ ଉପରେ ଆଧାରିତ ଏକ ସର୍ଟଫିଲ୍ମକୁ ସୋସିଆଲ୍ ମିଡିଆରେ ଶେୟାର କଲେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ । ଫିଲ୍ମର ଟାଇଟଲ୍ ରହିଛି ବାସ୍ତବ୍‌-୨ । ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସଲମାନ ସର୍ଟ ଫିଲ୍ମ ବାସ୍ତବ-୨କୁ ଶେୟାର କରିଛନ୍ତି । କରୋନାଭାଇରସ୍ ଉପରେ…

କରୋନା ମୁକାବିଲା: ଢେଙ୍କାନାଳରେ ୧୫ ନିଜାମୁଦ୍ଦିନ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ

ଢେଙ୍କାନାଳ: ନୂଆଦିଲ୍ଲୀର ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇ ଢେଙ୍କାନାଳ ଫେରିଥିବା ୧୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଦେଇଥିବା ସୁଚନା ଅନୁଯାୟୀ, ଏହି ୧୫ ଜଣ ବ୍ୟକ୍ତି…

କରୋନା ମୁକାବିଲା; ବଡମା’ଙ୍କ ଅନ୍ତିମ ଦର୍ଶନ କରିପାରିଲେନି ପୋଲିସ ଅଧିକାରୀ !

ମୟୂରଭଞ୍ଜ: କରୋନୋ ମହାମାରୀରେ ନିଜ କର୍ତ୍ତବ୍ୟକୁ ଆଦରି ବଡମା’ଙ୍କ ଶେଷ ଦର୍ଶନକୁ ତ୍ୟାଗ କଲେ । ନିଜ ଦେଶ ତଥା ରାଜ୍ୟ ପ୍ରତି ଏଭଳି କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କଲେ ମୟୂରଭଞ୍ଜର ଜଣେ ସୁଦକ୍ଷ ପୋଲିସ ଅଧିକାରୀ । ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ।…

ଟ୍ରମ୍ପଙ୍କ ପ୍ରଶଂସା ପରେ କ’ଣ ପ୍ରତିକ୍ରିୟା ଦେଲେ ମୋଦୀ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ସମେତ ଅନ୍ୟ ଆବଶ୍ୟକୀୟ ଦେଶକୁ ହାଇଡ୍ରୋକ୍ସକ୍ଲୋରିକୁଇନ ବଟିକା ରାପ୍ତାନୀ କରିବାକୁ ଅନୁମତି ପ୍ରଦାନ କରିଛି ଭାରତ । ଏହି ସମୟରେ ଭାରତର ଏପରି ଉଦାରତାକୁ ପ୍ରଶଂସା କରିଛନ୍ତି ଆମେରିକା ସମେତ ଅନ୍ୟ କେତେକ ରାଷ୍ଟ୍ର । ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି…

କୋଭିଡ୧୯ ନମୁନା ପରୀକ୍ଷା ପାଇଁ ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସକୁ ଅନୁମତି

ଭୁବନେଶ୍ୱର : ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସରେ ହେବ କୋଭିଡ୧୯ ନମୁନା ପରୀକ୍ଷା । ଏଥି ପାଇଁ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ପକ୍ଷରୁ ଅନୁମତି ମିଳିଛି । ଭାରତ ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗ ମଧ୍ୟ ସବୁଜ ସଙ୍କେତ ଦେଇଛି । ଇନଷ୍ଟିଚୁଟ୍ ଅଫ୍ ଲାଇଫ…

ଝାଡ଼ଖଣ୍ଡରେ ପ୍ରଥମ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଏପ୍ରିଲ୍ ୯ ତାରିଖ ଗୁରୁବାର ଦିନ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଝାଡ଼ଖଣ୍ଡର ବୋକାର ଅଞ୍ଚଳରେ ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସେଠାକାର ଡେପ୍ୟୁଟି କମିଶନର ସୂଚନା ପ୍ରଦାନ କରିଛନ୍ତି । ଦିଲ୍ଲୀ…

କରୋନା ସଂକ୍ରମଣ ଯୋଗୁଁ ଲଣ୍ଡନରେ କଟକ ଜନ୍ମିତ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣରେ ଜଣେ ଖ୍ୟାତନାମା କନସଲଟାଣ୍ଟ ମାନସିକ ରୋଗ ବିଶେଷଜ୍ଞ ଡ. ରାଧରମଣ ଶର୍ମାଙ୍କର ସୋମବାର ଦିନ ବ୍ରିଟେନରେ ଦେହାନ୍ତ ହୋଇଛି। ସେ କଟକରେ ଜନ୍ମଗ୍ରହଣ କରିଥିଲେ। ଲଣ୍ଡନରେ ରହୁଥିବା ଡାକ୍ତର ଓଡିଶା ସୋସାଇଟି ଅଫ୍ ୟୁକେ (ଓଏସୟୁକେ) ର ଜଣେ ସଦସ୍ୟ ଥିଲେ।…

ଥମୁନି କରୋନାଭାଇରସ; ଆମେରିକାରେ ୧୧ ଭାରତୀୟ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୪ ହଜାରରୁ ଅଧିକ ଟପିଲାଣି । ଏହାବ୍ୟତିତ ୪ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଯାଜପୁର: ଟାଟା ମେଡିକା ହେବ କୋଭିଡ-୧୯ ହସ୍ପିଟାଲ

ଯାଜପୁର: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ କରିବା ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି ପରିପ୍ରେକ୍ଷୀରେ ଯାଜପୁର କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି…