Latest Odisha News

BREAKING NEWS

Yearly Archives

2020

ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢୁଥିବା ଯୋଦ୍ଧାଙ୍କ ପାଇଁ ୫୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇ ତାଙ୍କର ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିଛନ୍ତି । କରୋନା ମଧ୍ୟରେ…

କରୋନା ଲାଗି ୧ ଲକ୍ଷ ୭୦ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କରୋନା ପାଇଁ କେନ୍ଦ୍ର ସରକାର ଘୋଷଣା ହେଲା ଆର୍ଥିକ ପ୍ୟାକେଜ । କରୋନା ପ୍ରଭାବିତ ହୋଇଥିବା ଦେଶର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଗରିବ ପରିବାର ଯେପରି ଭୋକ ଉପବାସରେ ନରୁହେ, ସେଥିପ୍ରତି…

ସାମାଜିକ ଦୂରତ୍ୱ ସଚେତନତା ନେଇ ପୁରୀରୁ ଆସିଲା ଏହି ସୁନ୍ଦର ଦୃଶ୍ୟ, ଦେଖନ୍ତୁ

ପୁରୀ: କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ସଚେତନ କରାଉଛନ୍ତି ସମସ୍ତ ଜିଲ୍ଲା ପ୍ରଶାସନ। ସାମାଜିକ ଦୂରତା ବଜାଇ ରଖାଯିବା ନେଇ ଅନେକ ସ୍ଥାନରେ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଯେପରି ଗୁରୁବାର ସକାଳୁ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ର ହାଟକୁ ସ୍ଥାନାନ୍ତରିତ…

ଗରିବଙ୍କୁ ୩ ମାସ ଯାଏଁ ମିଳିବ ଚାଉଳ, ଗହମ, ଡାଲି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଗିରବ ଲୋକେ ଯେପରି ଅଧିକ ପ୍ରଭାବିତ ନହୁଏନ୍ତି ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ଅନ୍ନ…

କରୋନା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: କରୋନା ପାଇଁ ଖୋଲିଲା ୨୪ ଘଂଟିଆ କଂଟ୍ରୋଲ ରୁମ୍ । ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଆଇପିଏସ୍ ଅମିତାଭ ଠାକୁର ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଆଜି ଠାରୁ ହିଁ ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହୋଇଛି । ଲୋକସେବା ଭବନରେ ଆୟୋଜିତ…

ଜାଣନ୍ତୁ, ଘାତକ କରୋନାକୁ ନେଇ କ’ଣ କହୁଛନ୍ତି ଭାରତର ବିଶିଷ୍ଟ ଜ୍ୟୋତିର୍ବିଦ୍ !

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଏହି ଘାତକ ଭୂତାଣୁ ସଂକ୍ରମଣରେ ହଜାର ହଜାର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି । କରୋନା ମହାମାରୀର ପ୍ରାଦୁର୍ଭାବ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଇଟାଲୀ, ସ୍ପେନ,…

କୋଭିଡ୍‌-୧୯ ସଂକ୍ରମିତ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ ସଂସ୍ପର୍ଶରେ ୮ଶହ ଲୋକ !

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରଠାରେ ଜଣେ ଡାକ୍ତରଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ପ୍ରାୟ ୮ଶହ ରୋଗୀ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସରକାରୀ ସୂଚନାରୁ ଜଣାପଡିଛି । A total of 800 people who came in contact with the mohalla clinic doctor have…

ଲକ୍‌ଡାଉନ ପାଇଁ ପାଠପଢାରେ ବ୍ୟାଘାତକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ଅନଲାଇନ କ୍ଲାସ

କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ । ଅନେକ କ୍ଲାସ ପରୀକ୍ଷା ଓ ବୋର୍ଡ ପରୀକ୍ଷାକୁ ଅଧାରୁ ସ୍ଥଗିତ ରଖାଯାଇଛି । ଲକ୍‌ଡାଉନ ସ୍ଥିତି ସୃଷ୍ଟି ହୋଇଥିବାରୁ ପିଲାମାନଙ୍କ ଆର୍ଟ, ଗୀତ, ନାଚ ତଥା ଅନ୍ୟାନ୍ୟ କ୍ଲାସ ବି ବନ୍ଦ ରହିଛି । ଘରୁ କେହି ବାହାରୁ ନ ଥିବାରୁ ପିଲାମାନଙ୍କ ଖେଳକୁଦ ବି…

ଭାରତୀୟ ସେଲିବ୍ରିଟି ସେଫ ଫ୍ଲଏଡ କାର୍ଡୋଜଙ୍କ କରୋନାରେ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ସହର । ନ୍ୟୁୟର୍କରେ ଏଯାଏଁ ୩୫୦୦ରୁ ଅଧିକ କରୋନା ମାମଲା ସାମନାକୁ ଆସିଛି । ବୁଧବାର ଦିନ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରସିଦ୍ଧ ଅନ୍ତର୍ଜାତୀୟ ସେଲିବ୍ରିଟି ସେଫ ଫ୍ଲଏଡ…

ଅନ୍ତରୀଣ ନିର୍ଦ୍ଦେଶକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡିଶା ହାଇକୋର୍ଟ

କଟକ: କରୋନୋଭାଇରସର ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ସଞ୍ଜୁ ପଣ୍ଡାଙ୍କ ଏକକ ବେଞ୍ଚ ଏବଂ ଏକ ଡିଭିଜନ୍ ବେଞ୍ଚ ଆସନ୍ତା ୧୫ ତାରିଖ ଯାଏଁ ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବୃଦ୍ଧି କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ…