କରୋନା ମୁକାବିଲା: ରାଜ୍ୟରେ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ
ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟ ସରକାର ଦେଶର ସବୁଠୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବାକୁ କିମ୍ସ ଓ ସମ୍ ହସ୍ପିଟାଲ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
୧୦୦୦ ଶଯ୍ୟା ବିଶିଷ୍ଟ ଏହି ପ୍ରସ୍ତାବିତ ହସ୍ପିଟାଲରେ କିମ୍ସ ହସ୍ପିଟାଲ ୪୫୦ ଶଯ୍ୟା ଓ ସମ୍…