Latest Odisha News

BREAKING NEWS

Yearly Archives

2020

ଘୁର୍ଣ୍ଣିବଳୟ ଯୋଗୁଁ ଆଜିଠୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉପକୂଳ ତଥା ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୁଧବାର ଠାରୁ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ପାଞ୍ଚ ଦିନିଆ ୟେଲୋ ୱାର୍ନିଙ୍ଗ ଜାରି କରିଛି। ଜାତୀୟ ପାଣିପାଗ ଏଜେନ୍ସି ବୁଲେଟିନ୍…

ଆସନ୍ତୁ ଜାଣିବା ଚକ୍ରତୀର୍ଥରେ ଥିବା ମହାଲକ୍ଷ୍ମୀଙ୍କ ବାପଘର ବିଷୟରେ

ଶ୍ରୀକ୍ଷେତ୍ର ପୁରୀ...ଏଠାରେ ପ୍ରତ୍ୟେକ ସ୍ଥାନର ଗୁରୁତ୍ୱ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏହାର ମହିମାକୁ ବଢ଼ାଇ ଦେଇଛି । ଏଥିରୁ କିପରି ମହାଲକ୍ଷ୍ମୀ ବାଦ୍ ପଡିବେ । ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର କେଉଁ ସ୍ଥାନକୁ ମହାଲକ୍ଷ୍ମୀଙ୍କ ବାପଘର ଭାବେ କଳ୍ପନା କରାଯାଇଛି । ଚକ୍ରତୀର୍ଥ…

କୋଭିଡ଼-୧୯ ଆଲର୍ଟ: ଆଜିଠାରୁ ସ୍ଥଗିତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗ ବୁଧବାର ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡିଶାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ପରିବହନ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର…

ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ରାତିରେ ଏକ ୧୬ ବର୍ଷ ବୟସ୍କ ଅଣ୍ଡିରା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଘଟିଛି। ଉକ୍ତ କଲାରାପତରିଆ ବାଘ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲା ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କପକ୍ଷରୁ ସୂଚନା…

କରୋନା ମୁକାବିଲା ଲାଗି ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଛାଡ଼ି ଆସିଲେ ଓଡ଼ିଶାର ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ପରି ମରଣାନ୍ତକ ମହାମାରୀର ମୁକାବିଲା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ଲଢେଇ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରୋନା…

ନନ୍ଦନକାନନରେ ୬ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନରେ ୬ ନୂଆ ଅତିଥି । ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମଙ୍ଗଳବାର ରାତିରେ ଚାରିଟି ପୁରୁଷ ଏସିଆଟିକ୍ ସିଂହ ଏବଂ ଦୁଇଟି ସିଆଳ ଅଣାଯାଇଛି। କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଦ୍ୱାରା ଅନୁମୋଦିତ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଛତିଶଗଡର…

ପଶ୍ଚିିମବଙ୍ଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: ବିଦେଶରୁ ଫେରିଥିବା ଜଣେ ଛାତ୍ରଙ୍କଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଛି । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡିଥିଲା । ତାଙ୍କୁ ଚିକିତ୍ସା ପାଇଁ ବେଲଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହା…

କରୋନା ସଂକ୍ରମଣ ପାଇଁ ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମେ ମାସରେ ହେବାକୁ ଥିବା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ କୁ ସେପ୍ଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି । କ୍ଳେ କୋର୍ଟରେ ଖେଳାଯାଉଥିବା ଏହି ଏକମାତ୍ର ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଏବେ…

କରୋନା ସଂକ୍ରମଣ ରୋକିବା ପାଇଁ ଆହାର କେନ୍ଦ୍ର ଖୋଲିବା ସମୟସୀମା ବଢ଼ିଲା   

ଭୁବନେଶ୍ୱର: ଜନଗହଳି ହେଉଥିବା ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଅଧିକ ସମ୍ଭାବନା ରହିଥିବାରୁ ରାଜ୍ୟର ଆହାର କେନ୍ଦ୍ର ଗୁଡିକର ଖୋଳିବା ସମୟସୀମା ବୃଦ୍ଧି କରାଯାଇଛି । ଆହାର କେନ୍ଦ୍ର ଗୁଡିକରେ ଖାଦ୍ୟ ମିଳିବା ସମୟରେ ଭିଡ଼ କମ କରିବା ପାଇଁ ଏଗୁଡିକ ଏବେ ଦିନ ୧୦ ଟାରୁ ଅପରାହ୍ନ ୪ ଟା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୩-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ ତା ୧୮ ରିଖ  ବୁଧବାର  ମୀନ  ୫ ଦିନ ଚୈତ୍ର   ମାସ କୃଷ୍ଣ ପକ୍ଷ   ଦଶମୀ ତିଥି  ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-:  କର୍କଟ  ରାଶିର ଘାତ ଚନ୍ଦ୍ର:-  ତୁଳା, କୁମ୍ଭ ରାଶି  ପୁରୁଷ…