Latest Odisha News

BREAKING NEWS

Yearly Archives

2020

ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ପ୍ରସଙ୍ଗ: ହ୍ୟୁମାନ ସାଗରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ…

ଭୁବନେଶ୍ୱର: ଜଣାଶୁଣା ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଏବେ ଓଡ଼ିଶାରେ ସମାଲୋଚନାର ଶୀକାର ହୋଇଥିବା ବେଳେ ଏହା ନାରୀ ଜାତିକୁ ଅପମାନିତ କରିଛି ବୋଲି ଅଭିଯୋଗ କରି କମିଶନରେଟ ପୋଲିସରେ ଏଫଆଇଆର ଦିଆଯାଇଛି । ମିଳିଥିବା ସୂଚନାନୁଯାୟୀ, ‘ଝିଅ…

କରୋନା ମୁକାବିଲା: ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି

ଭୁବନେଶ୍ୱର: କରୋନା ପାଇଁ ବ୍ୟାଙ୍କଗୁଡିକ ଉପରେ ଜାରି ହେଲା ଗାଇଡଲାଇନ । ଏନେଇ ବ୍ୟାଙ୍କଗୁଡିକୁ ଚିଠି ଲେଖି ଜଣାଇଛନ୍ତି ଅର୍ଥ ବିଭାଗ । ଏଟିଏମ୍ ଗୁଡିକରେ ଯଥେଷ୍ଟ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କରୋନା ସଚେତନତା ପାଇଁ ପ୍ରତି ଏଟିଏମ୍‌ରେ ସତର୍କ ସୂଚନା ଫଳକ…

କରୋନା ସଂକ୍ରମଣ ପାଇଁ ଏଫଏମ ବିଶ୍ୱବିଦ୍ୟାଳୟର ନିଯୁକ୍ତି ସାକ୍ଷାତକାର ଘୁଞ୍ଚିଲା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ସହାୟକ ପ୍ରଫେସର ଏବଂ ସହକାରୀ  ପ୍ରଫେସର ପଦବୀ ପାଇଁ ହେବାକୁ ଥିବା ସାକ୍ଷାତକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏ ସମ୍ପର୍କରେ ଫକୀର ମୋହନ…

ଅନ୍ୟ ଦେଶ ଭଳି କରୋନା ମୁକାବିଲା କଲେ ଭୋକରେ ମରିବ ପାକିସ୍ତାନ: ଇମ୍ରାନ

ଇସ୍‌ଲାମାବାଦ: ସାରା ବିଶ୍ୱ କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ନିଜର ସାମର୍ଥ୍ୟ ପ୍ରତିପାଦନ କରିଥିବା ବେଳେ ସାମ୍ନାକୁ ଆସିଛି ପାକିସ୍ତାନର ବିବଶତା । ଭାରତ ସମେତ ଅନ୍ୟ ଦେଶ ଗୁଡିକ କରୋନା ମୁକାବିଲା କରିବା ପାଇଁ ଯେଉଁଭଳି ସମସ୍ତ ସଂସ୍ଥା ଉପରେ କଟକଣା ଜାରି କରିଛନ୍ତି ତାହା…

ଆଜି ସରୁଛି କଟକଣା, ୟେସ୍ ବ୍ୟାଙ୍କରୁ କାଲି ଫେରିବ ଜଗା ଟଙ୍କା !

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ସରୁଛି ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା ମୋରୋଟୋରିୟମ ପରିୟଡ । ଆସନ୍ତାକାଲି ଫେରିବ ବ୍ୟାଙ୍କରେ ଜମା ଥିବା ଜଗନ୍ନାଥଙ୍କ ଟଙ୍କା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖାଯାଇଛି।…

କରୋନା ଆତଙ୍କ: ଫେସବୁକରେ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଅନୁଗୁଳ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏବେ ଓଡ଼ିଶାରେ ଏହି ଘାତକ କୋଭିଡ୍‌-୧୯ଭାଇରସକୁ ରୋକିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । କରୋନା ଭୂତାଣୁ ନେଇ ଗୁଜବ ଅପପ୍ରଚାର ନକରିବା ନେଇ ସରକାର ପୂର୍ବରୁ…

ନିର୍ଭୟା ମାମଲା: ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାର ପଡ଼ିବାକୁ ଯାଉଛି ଯବନିକା । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଫାଶୀ ମିଳିବାର ୩ ଦିନ ପୂର୍ବରୁ ଅପରାଧୀଙ୍କୁ ଫାଶିରେ ଝୁଲାଇବାକୁ ଥିବା ଜଲହାଦ ପୱନ ମଙ୍ଗଳବାର ଦିନ ତିହାର ଜେଲରେ ପହଞ୍ଚିଥିଲେ।…

କରୋନା କଟକଣା: ରାଜଧାନୀରେ ସକାଳ ୬ରୁ ସନ୍ଧ୍ୟା ୬ଯାଏଁ ଖୋଲିବ ହାଟ

ଭୁବନେଶ୍ୱର: ହାଟ ଉପରେ ଲାଗିଲା କରୋନା କଟକଣା । ସନ୍ଧ୍ୟାରେ ଖୋଳିବନି ରାଜଧାନୀ କୌଣସି ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଗାଇଡଲାଇନ ଜାରି ହୋଇଛି । ବିଏମ୍‌ସି ଅଧିନରେ ଥିବା ସବୁ ହାଟ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ । ୟୁନିଟ-୧, ୟୁନିଟ୍‌-୨, ସହିଦନଗର, ରୁଚିକା,…

ବାଙ୍କୀ ଡବଲ୍ ମର୍ଡ଼ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାଙ୍କୀ ଖଜୁରୀପଦା ନୁଆଗାଁ ଡବଲ୍ ମର୍ଡ଼ର ଘଟଣାରେ ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଗବାନ ପ୍ରଧାନ ଗିରଫ ହେବାପରେ ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧିପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ,…

କୋଭିଡ଼-୧୯: କ୍ୱାରେନଣ୍ଟାଇନ କେନ୍ଦ୍ର ପାଇଁ ଓୟୋ ରୁମ୍ ପ୍ରଦାନ କରିବାକୁ ପ୍ରସ୍ତୁତ ରିତେଶ ଅଗ୍ରୱାଲ

ଭୁବନେଶ୍ୱର: ଭାରତର ସର୍ବବୃହତ ହୋଟେଲ ଚେନ ଓୟୋ ରୁମ୍ସ । ଯଦି ଆବଶ୍ୟକ ହୁଏ ତେବେ ଓୟୋ ରୁମ୍ସକୁ କରୋନାଭାଇରସ୍ କ୍ୱାରେନଣ୍ଟାଇନ କେନ୍ଦ୍ର ଭାବରେ ଯୋଗାଇବାକୁ ପ୍ରସ୍ତୁତ ଥିବା କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି । ଏକ ଟ୍ୱିଟର ପରାମର୍ଶରେ ରିତେଶ ଉତ୍ତର ଦେଇ କହିଛନ୍ତି ଯେ…